ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ବାପା-ପୁଅ ମୃତ

ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଘଟଣା ଘଟିଛି ଯାଜପୁର ବରୁହାଁ ଛକ ଧବଳେଶ୍ବର ମନ୍ଦିର ନିକଟରେ। ମୃତକ ହେଲେ ସଦରଥାନା ଅନ୍ତର୍ଗତ ସଠିଆ ଟିକିରି ଗ୍ରାମର ସଇନ୍ଦା ଜେନା ପୁଅ ମୁନା ଜେନା।ତେବେ ଘଟଣା ସ୍ଥଳରେ ବାପା ସାଇନ୍ଦା ଜେନାଙ୍କ ମୃତ ହୋଇଥିବା ବେଳେ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ପୁଅ ମୁନା ଜେନାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । ପୋଲିସ ଘଟଣାରେ ତନନ୍ତ ଆରମ୍ଭ କରିଛି। 

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ବାପା-ପୁଅ ମୃତ

ଯାଜପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ। ଘଟଣା ଘଟିଛି ଯାଜପୁର ବରୁହାଁ ଛକ ଧବଳେଶ୍ବର ମନ୍ଦିର ନିକଟରେ। 

ମୃତକ ହେଲେ ସଦରଥାନା ଅନ୍ତର୍ଗତ ସଠିଆ ଟିକିରି ଗ୍ରାମର ସଇନ୍ଦା ଜେନା ପୁଅ ମୁନା ଜେନା।ତେବେ ଘଟଣା ସ୍ଥଳରେ ବାପା ସାଇନ୍ଦା ଜେନାଙ୍କ ମୃତ ହୋଇଥିବା ବେଳେ ଯାଜପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ପୁଅ ମୁନା ଜେନାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି । ପୋଲିସ ଘଟଣାରେ ତନନ୍ତ ଆରମ୍ଭ କରିଛି।