ମହଙ୍ଗା ପଡ଼ିଲା ତାମିଲ ଠିକାଦାର ପ୍ରୀତି

ଯାଜପୁର ଜିଲ୍ଲାକୁ ମହଙ୍ଗା ପଡ଼ିଛି ତାମିଲ କଂପାନୀ ପ୍ରୀତି। ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଉଠାଇ କାମ ଅଧା ଛାଡ଼ି ଛୁ ମାରିଛନ୍ତି ରାଜ୍ୟ ବାହାର ଠିକାଦାର। 