IT Raid: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ମାରାଥନ ରେଡ୍, ସହଯୋଗୀଙ୍କ ଘରେ ବି ଛାନଭିନ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ମାରାଥନ ରେଡ୍ କରୁଛି ଆୟକର ବିଭାଗ । ବାସଭବନ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ ଜାରି ରହିଛି । ଆଜି ତୃତୀୟ ଦିନରେ ଛାନଭିନ କରୁଛି ବିଭାଗ । ଶାନ୍ତି ନଗର ସ୍ଥିତ ନବଙ୍କ ସହଯୋଗୀଙ୍କ ଘରେ ମଧ୍ୟ ରେଡ୍ କରାଯାଇଥିଲା ।

IT Raid: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ମାରାଥନ ରେଡ୍, ସହଯୋଗୀଙ୍କ ଘରେ ବି ଛାନଭିନ
Array