ମହନବମୀରେ କଟକ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ
ଆସନ୍ତା ୧୨ ତାରିଖରେ ମହନବମୀରେ କଟକ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୪ ଟି ପୂଜାମଣ୍ଡପ ବୁଲିବେ । ପୂଜାମଣ୍ଡପ ବୁଲି ମା ଦୁର୍ଗତିନାଶିନୀ ଦୁର୍ଗାଙ୍କର ଦର୍ଶନ କରିବେ । ସକାଳ ସାଢେ ୯ ଟାରୁ ପ୍ରତାପନଗରୀରୁ ଆରମ୍ଭ କରିବେ । ଅପରାହ୍ନ ୩ ଟାରେ ରାମନଗର ପୂଜାମଣ୍ଡପରେ ଶେଷ କରିବେ । The post ମହନବମୀରେ କଟକ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ appeared first on KNews Odisha.

ଆସନ୍ତା ୧୨ ତାରିଖରେ ମହନବମୀରେ କଟକ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୪ ଟି ପୂଜାମଣ୍ଡପ ବୁଲିବେ । ପୂଜାମଣ୍ଡପ ବୁଲି ମା ଦୁର୍ଗତିନାଶିନୀ ଦୁର୍ଗାଙ୍କର ଦର୍ଶନ କରିବେ । ସକାଳ ସାଢେ ୯ ଟାରୁ ପ୍ରତାପନଗରୀରୁ ଆରମ୍ଭ କରିବେ । ଅପରାହ୍ନ ୩ ଟାରେ ରାମନଗର ପୂଜାମଣ୍ଡପରେ ଶେଷ କରିବେ ।
The post ମହନବମୀରେ କଟକ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ appeared first on KNews Odisha.