ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ମିଳିଲା ଯୁବକଙ୍କ ମୃତଦେହ

କଟକ,୧୬।୭: କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ। ଏତେ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ତାଙ୍କ ମୃତଦେହ ଦିନଯାକ ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ରାତିରେ ଯୋବ୍ରା ସଂଗ୍ରହାଳୟ ଲଭର୍ସ ପଏଣ୍ଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ମୃତ ଯୁବକ ହେଲେ ୨୯ ବର୍ଷୀୟ ପ୍ରଶାନ୍ତ ରାଉତ। ଘରୋଇ କଳହରୁ ରାଗରେ ଘରୁ ପଳାଇ ଆସି ଏପରି ଆତ୍ମହତ୍ୟା […] The post ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ମିଳିଲା ଯୁବକଙ୍କ ମୃତଦେହ appeared first on Dharitri Odia News.

ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ମିଳିଲା ଯୁବକଙ୍କ ମୃତଦେହ

କଟକ,୧୬।୭: କଟକ ଛତ୍ରବଜାର ଅଞ୍ଚଳର ଜଣେ ଯୁବକ ସୋମବାର ରାତିରେ ମହାନଦୀକୁ ଡେଇଁ ନିଖୋଜ ହୋଇ ଯାଇଥିଲେ। ଏତେ ସମୟ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ହେଁ ତାଙ୍କ ମୃତଦେହ ଦିନଯାକ ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ରାତିରେ ଯୋବ୍ରା ସଂଗ୍ରହାଳୟ ଲଭର୍ସ ପଏଣ୍ଟରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ମୃତ ଯୁବକ ହେଲେ ୨୯ ବର୍ଷୀୟ ପ୍ରଶାନ୍ତ ରାଉତ। ଘରୋଇ କଳହରୁ ରାଗରେ ଘରୁ ପଳାଇ ଆସି ଏପରି ଆତ୍ମହତ୍ୟା କରିଥିବା ଜଣାପଡିଛି।

The post ମହାନଦୀକୁ ଡେଇଁ ଆତ୍ମହତ୍ୟା ଘଟଣା: ମିଳିଲା ଯୁବକଙ୍କ ମୃତଦେହ appeared first on Dharitri Odia News.