ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

କଟକ ୪।୧୦: ମହାନଦୀରେ ଗାଧୋଇବା ବେଳେ ଅଘଟଣ । ବୁଡି ଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଜଗତପୁର ବାଲିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, କଟକ ଜଗତପୁର ବାଲିସାହି ନିକଟ ମହାନଦୀରେ ଗାଧାଉଥିଲେ ଦୁଇ ଛାତ୍ର । ଅସାବଧାନତା ବଶତଃ ନଦୀରେ ବୁଡିଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଖବର ପାଇ ଚଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ନିଖୋଜ ଦୁଇ ଛାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ରହିଛି ।You Can Read:କୋରାପୁଟ ପୌର ପରିଷଦ ଅଞ୍ଚଳରେ ଅଜଣା ଜ୍ବର ଆତଙ୍କ, ଗାଁରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଟିମ୍

ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଅଷ୍ଟମ ଶ୍ରେଣୀ ଛାତ୍ର, ଉଦ୍ଧାର କାର୍ଯ୍ୟ ଜାରି

କଟକ ୪।୧୦: ମହାନଦୀରେ ଗାଧୋଇବା ବେଳେ ଅଘଟଣ । ବୁଡି ଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଜଗତପୁର ବାଲିସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କଟକ ଜଗତପୁର ବାଲିସାହି ନିକଟ ମହାନଦୀରେ ଗାଧାଉଥିଲେ ଦୁଇ ଛାତ୍ର । ଅସାବଧାନତା ବଶତଃ ନଦୀରେ ବୁଡିଯାଇ ଦୁଇ ଛାତ୍ର ନିଖୋଜ ହୋଇଛନ୍ତି । ଖବର ପାଇ ଚଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ନିଖୋଜ ଦୁଇ ଛାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ରହିଛି ।

You Can Read:

କୋରାପୁଟ ପୌର ପରିଷଦ ଅଞ୍ଚଳରେ ଅଜଣା ଜ୍ବର ଆତଙ୍କ, ଗାଁରେ ସ୍ଵାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ଟିମ୍