ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ
ସମ୍ବଲପୁର: ମହାନଦୀର ସଡ଼କ ଘାଟରେ ବୁଡ଼ିଯାଇ ୨ ଛାତ୍ର ନିଖୋଜ। ଗାଧୋଇବାକୁ ଯାଇଥିଲା ବେଳେ ବୁଡ଼ିଯାଇ ନିଖୋଜ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ନିଖୋଜ ଦୁଇ ଛାତ୍ର ନବମ ଶ୍ରେଣୀର ସୂଚନା ।