ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ କେତେ ବୟସ ହୋଇଥିଲା, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୮: ଆଜିକାର ସମୟରେ ମଣିଷ ଜୀବନର ହାରାହାରି ବୟସ ୭୦-୮୦ବର୍ଷ ଯାଏଁ ରହୁଛି। ତେବେ ଅନେକଙ୍କ କ୍ଷେତ୍ରରେ ଅର୍ଥାତ୍‌ ଏବେ ଜଣେ ସୁସ୍ଥ ମଣିଷ ୧୦୦-୧୨୫ବୟସ ଯାଏଁ ବି ବଞ୍ଚୁଛନ୍ତି। କେବେ ଆପଣ ଚିନ୍ତା କରିଛନ୍ତି ୧୦୦୦ବର୍ଷ ପୂର୍ବରୁ ହୋଇଥିବା ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ ବୟସ କେତେ ହୋଇଥିଲା। ମହାଭାରତ ସମୟରେ ଭୀଷ୍ମ ପିତାମୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅସଳ ନାଁ ଦେବବ୍ରତ ଥିଲା। କିନ୍ତୁ ସେ ଭୀଷ୍ମ […] The post ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ କେତେ ବୟସ ହୋଇଥିଲା, ଜାଣିଲେ ତାଜୁବ ହେବେ… appeared first on Dharitri Odia News.

ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ କେତେ ବୟସ ହୋଇଥିଲା, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୮: ଆଜିକାର ସମୟରେ ମଣିଷ ଜୀବନର ହାରାହାରି ବୟସ ୭୦-୮୦ବର୍ଷ ଯାଏଁ ରହୁଛି। ତେବେ ଅନେକଙ୍କ କ୍ଷେତ୍ରରେ ଅର୍ଥାତ୍‌ ଏବେ ଜଣେ ସୁସ୍ଥ ମଣିଷ ୧୦୦-୧୨୫ବୟସ ଯାଏଁ ବି ବଞ୍ଚୁଛନ୍ତି। କେବେ ଆପଣ ଚିନ୍ତା କରିଛନ୍ତି ୧୦୦୦ବର୍ଷ ପୂର୍ବରୁ ହୋଇଥିବା ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ ବୟସ କେତେ ହୋଇଥିଲା।

ମହାଭାରତ ସମୟରେ ଭୀଷ୍ମ ପିତାମୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅସଳ ନାଁ ଦେବବ୍ରତ ଥିଲା। କିନ୍ତୁ ସେ ଭୀଷ୍ମ ପିତାମହ ଭାବେ ଜଣାଶୁଣା। କୁହାଯାଏ କି, ଭୀଷ୍ମଙ୍କୁ ଯେତେବେଳେ ମାତ୍ର ୨୨ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପା ଶାନ୍ତୁନୁ ଦ୍ୱିତୀୟ ବିବାହ କରିଥିଲେ। ରିପୋର୍ଟ ଅନୁସାରେ, ୧୮ଦିନ ଧରି ଚାଲିଥିବା ମହାଭାରତ ଯୁଦ୍ଧ ସମୟରେ ଭୀଷ୍ମଙ୍କୁ ୧୭୦ବୟସ ହୋଇଥିଲା। ଏହି ଲମ୍ବାଆୟୁଷ ଯୋଗୁ ସେ କଠୋର ବହ୍ମଚର୍ଯ୍ୟରେ ରହିଥିଲେ। ଯୁଦ୍ଧର ଅନ୍ତିମ ଚରଣରେ ସେ ମୃତ୍ୟୁଶଯ୍ୟାରେ ନିଜ ଶରୀର ତ୍ୟାଗ କରିଥିଲେ।

ମହାଭାରତର ଅନ୍ୟ ଏକ ଚରିତ ଶ୍ରୀକୃଷ୍ଣ। କୁହାଯାଏ କି, ମହାଭାରତ ଯୁଦ୍ଧ ସମୟରେ କୃଷ୍ଣଙ୍କୁ ୫୬ବର୍ଷ ହୋଇଥିଲା। ତେବେ ତାଙ୍କର ମୃତ୍ୟୁ ୧୧୯ବର୍ଷ ବୟସରେ ହୋଇଥିଲା। ଏହି ସମୟରେ ଅର୍ଜୁନଙ୍କ ବୟସ ୫୫ ହୋଇଥିଲା।

The post ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ କେତେ ବୟସ ହୋଇଥିଲା, ଜାଣିଲେ ତାଜୁବ ହେବେ… appeared first on Dharitri Odia News.