ମହିଳା କନେଷ୍ଟବଳଙ୍କ ଗଳା କାଟିଲେ ସ୍ବାମୀ, ପାରିବାରିକ କଳହରୁ ଜଘନ୍ୟକାଣ୍ଡ ସନ୍ଦେହ

କଟକ ୨୫।୧୨: ସ୍ତ୍ରୀର ଗଳା କାଟି ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସିଦ୍ଧେଶ୍ୱର ସାହିରେ ଘଟିଛି ଏଭଳି ଅଭାବବନୀୟ ଘଟଣା । ତଦନ୍ତ ଆରମ୍ଭ କଲା ପୋଲିସ ।ସୂଚନାଯୋଗ୍ୟ ଯେ, କଟକ ଲାଲବାଗ୍ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଧାରୁଆ ଛୁରୀରେ ମହିଳାଙ୍କ ଗଳା କାଟିଦେଇଛନ୍ତି ସ୍ବାମୀ । ସ୍ତ୍ରୀ ଗଳା କାଟି ହତ୍ୟା କରିବା ପରେ ସ୍ବାମୀ ନିଜ ଗଳା କାଟିଥିବା ସନ୍ଦେହ କରାଯାଉଛି । ପାରିପାରିକ କଳହରୁ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । You Can Read:କମିଶନରେଟ୍ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ବନ୍ଧୁକ ମାଫିଆ, ବନ୍ଧାହେଲେ ଗ୍ୟାଙ୍ଗ୍‌ର ୫ ସଦସ୍ୟ

ମହିଳା କନେଷ୍ଟବଳଙ୍କ ଗଳା କାଟିଲେ ସ୍ବାମୀ, ପାରିବାରିକ କଳହରୁ ଜଘନ୍ୟକାଣ୍ଡ ସନ୍ଦେହ

କଟକ ୨୫।୧୨: ସ୍ତ୍ରୀର ଗଳା କାଟି ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ । କଟକ ସିଦ୍ଧେଶ୍ୱର ସାହିରେ ଘଟିଛି ଏଭଳି ଅଭାବବନୀୟ ଘଟଣା । ତଦନ୍ତ ଆରମ୍ଭ କଲା ପୋଲିସ ।

ସୂଚନାଯୋଗ୍ୟ ଯେ, କଟକ ଲାଲବାଗ୍ ଥାନା ଅନ୍ତର୍ଗତ ସିଦ୍ଧେଶ୍ୱର ସାହିରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ସ୍ତ୍ରୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଧାରୁଆ ଛୁରୀରେ ମହିଳାଙ୍କ ଗଳା କାଟିଦେଇଛନ୍ତି ସ୍ବାମୀ । ସ୍ତ୍ରୀ ଗଳା କାଟି ହତ୍ୟା କରିବା ପରେ ସ୍ବାମୀ ନିଜ ଗଳା କାଟିଥିବା ସନ୍ଦେହ କରାଯାଉଛି । ପାରିପାରିକ କଳହରୁ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

You Can Read:

କମିଶନରେଟ୍ ପୋଲିସ କବଜାରେ ଦୁର୍ଦ୍ଦାନ୍ତ ବନ୍ଧୁକ ମାଫିଆ, ବନ୍ଧାହେଲେ ଗ୍ୟାଙ୍ଗ୍‌ର ୫ ସଦସ୍ୟ