ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାଶ: ଭାଇଙ୍କଠାରୁ କୋଟିଏ ଟଙ୍କା ଝଡ଼ାଇବାକୁ ନିଜେ ରଚିଥିଲେ ନାଟକ
ଭୁବନେଶ୍ୱର,୨୧ା୬: ଭୁବନେଶ୍ବରରୁ ମହିଳା ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ନିଜ ଭାଇଙ୍କଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ଅପହରଣ ନାଟକ ରଚିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଅପହରଣକାରୀଙ୍କ ସହିତ ନୟାଗଡ଼ରୁ ଉଦ୍ଧାର କରାଯିବା ସହ ପୋଲିସ ଆଉ ଦୁଇ ଅଭିଯୁକ୍ତଙ୍କୁ ଧରିଥିବା ପ୍ରେସ୍ମିଟ୍ରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ବିସ୍ତୃତ ସୂଚନା ଦେଇଛି। ଅପହରଣରେ ବ୍ୟବହୃତ ଏକ କାର୍କୁ ମଧ୍ୟ ପୋଲିସ ଜବତ କରିଛି। ମହିଳା ଜଣକ […] The post ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାଶ: ଭାଇଙ୍କଠାରୁ କୋଟିଏ ଟଙ୍କା ଝଡ଼ାଇବାକୁ ନିଜେ ରଚିଥିଲେ ନାଟକ appeared first on Dharitri Odia News.
ଭୁବନେଶ୍ୱର,୨୧ା୬: ଭୁବନେଶ୍ବରରୁ ମହିଳା ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ନିଜ ଭାଇଙ୍କଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ ସହ ମିଶି ଅପହରଣ ନାଟକ ରଚିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଅପହରଣକାରୀଙ୍କ ସହିତ ନୟାଗଡ଼ରୁ ଉଦ୍ଧାର କରାଯିବା ସହ ପୋଲିସ ଆଉ ଦୁଇ ଅଭିଯୁକ୍ତଙ୍କୁ ଧରିଥିବା ପ୍ରେସ୍ମିଟ୍ରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ବିସ୍ତୃତ ସୂଚନା ଦେଇଛି। ଅପହରଣରେ ବ୍ୟବହୃତ ଏକ କାର୍କୁ ମଧ୍ୟ ପୋଲିସ ଜବତ କରିଛି। ମହିଳା ଜଣକ ସ୍ବାମୀ ପରିତ୍ୟକ୍ତା ହୋଇଥିବା ବେଳେ ସେ ତାଙ୍କ ମା’-ବାପାଙ୍କ ସହ ରହୁଥିଲେ। ଭାଇଙ୍କଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ରାଜସ୍ଥାନର ଇନ୍ଷ୍ଟାଗ୍ରାମ ବନ୍ଧୁଙ୍କ ସହ ପ୍ଲାନ୍ କରିଥିଲେ।
The post ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାଶ: ଭାଇଙ୍କଠାରୁ କୋଟିଏ ଟଙ୍କା ଝଡ଼ାଇବାକୁ ନିଜେ ରଚିଥିଲେ ନାଟକ appeared first on Dharitri Odia News.