ମହିଳାଙ୍କୁ ଗଳାକାଟି ହତ୍ୟା

କଟକ : କଟକରେ ଚାଞ୍ଚଲ୍ୟ । ଘର ଭିତରେ ମହିଳାଙ୍କୁ ଗଳା କାଟି ହତ୍ୟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋତାପୋଖରୀ ଗାନ୍ଧୀପଲ୍ଲୀ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପଡୋଶୀ ହତ୍ୟା କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ସିଆରଆରଆଇ ପୋଲିସ ପହଂଚି ତଦନ୍ତ କରୁଛି ।