ମା’ କୋଳରୁ ଗାଏବ ହେଲା କୁନି ପିଲା, ଚୋରି କରିନେଲେ ଉଦ୍ଧାର କରିଥିବା ମହିଳା ?

ଭଦ୍ରକ ୧୦/୦୯: ମା’ କୋଳରୁ ଚୋରି ହୋଇଗଲା ନବଜାତକ । ମା ସାମ୍ନାରେ ଚମ୍ପଟ ମାରିଲେ ଅପହର୍ତ୍ତା । ସଂଗୀନ ଅଭିଯୋଗ ଆଣିଛନ୍ତି ଶିଶୁର ମାଆ । ପୋଲିସ ନିକଟରେ ପହଞ୍ଚିଲା ମାମଲା । ପ୍ରଥମେ ସାହାଯ୍ୟ କଲେ ଏବେ ଅପହରଣ କରିନେଇଛନ୍ତି ମହିଳା । ଆଉ ଛୁଆକୁ ନପାଇ ଡହଳବିକଳ ମାଆ । ବାହୁନ କାନ୍ଦୁଛି କିଏ ଖୋଜି ଆଣିଦିଅ ମୋ ପିଲା । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ମଉଦା ଗ୍ରାମରୁ ନଜର ଆସିଛି ଏପରି ଘଟଣା ।  ଗତ ୪ ତାରିଖ ଭୋରରେ ଆମ୍ୱୁଲାନ୍ସ ଯନ୍ତ୍ରଣା ପାଇଁ ରାସ୍ତାକଡରେ ପ୍ରସବ କରିଥିଲେ ଜଣେ ମହିଳା । ଆଉ ଶିଶୁ କନ୍ୟାକୁ ଜନ୍ମ ଦେବାର ୬ ଘଣ୍ଟା ପରେ ଉଦ୍ଧାର ହୋଇଥିଲେ ଉଭୟ । ତିନି ତିନୋଟି ୧୦୮ ଆମ୍ବୁଲାନ୍ସ ଫେରିବା ଜଣେ ମହିଳା ୪ ନମ୍ୱର ଆମ୍ବୁଲାନ୍ସରେ ଉଦ୍ଧାର କରିନେଇଥିଲେ ମେଡିକାଲ । ମହିଳାଙ୍କ ରକ୍ତ ଅଭାବ ହେତୁ ତାଙ୍କୁ ଆମ୍ବୁଲାନ୍ସ ରେ ନିଆଯାଇଥିଲା କଟକ ମେଡିକାଲ । ସେଠାରୁ ଡିସ୍‌ଚାର୍ଜ ହେବା ପରେ ଟ୍ରେନ ଯୋଗେ ଭଦ୍ରକ ଆଣିଥିଲେ । ହେଲେ ଷ୍ଟେସନ ଠାରୁ କିଛି ଦୂରରେ ଅସୁସ୍ଥ ମା’କୁ ରାସ୍ତାରେ ବସାଇ ଦେଇ ନବଜାତ ଶିଶୁକୁ ନେଇ ପଳାଇଯାଇଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ଝିଅକୁ ନପାଇ, ମହିଳା ଜଣକ ପୁଣି ପୋଷ୍ଟ ଅଫିସ ଛକକୁ ଆସି ବହୁ ଖୋଜାଖୋଜି କରିଥିଲେ ।ମହିଳା ଜଣଙ୍କ ନିରକ୍ଷର ହୋଇଥିବାରୁ ଥାନାକୁ ଯାଇ ଦେଇନାହାଁନ୍ତି ଏତଲା । ଘଟଣା ପରେ ମୁକ୍ତାଶ୍ରୟ କେନ୍ଦ୍ର କର୍ମଚାରୀ ରିୟାଜ ଅହମଦଙ୍କୁ ଯୋ

ମା’ କୋଳରୁ ଗାଏବ ହେଲା କୁନି ପିଲା, ଚୋରି କରିନେଲେ ଉଦ୍ଧାର କରିଥିବା ମହିଳା ?

ଭଦ୍ରକ ୧୦/୦୯: ମା’ କୋଳରୁ ଚୋରି ହୋଇଗଲା ନବଜାତକ  ମା ସାମ୍ନାରେ ଚମ୍ପଟ ମାରିଲେ ଅପହର୍ତ୍ତା  ସଂଗୀନ ଅଭିଯୋଗ ଆଣିଛନ୍ତି ଶିଶୁର ମାଆ  ପୋଲିସ ନିକଟରେ ପହଞ୍ଚିଲା ମାମଲା  ପ୍ରଥମେ ସାହାଯ୍ୟ କଲେ ଏବେ ଅପହରଣ କରିନେଇଛନ୍ତି ମହିଳା  ଆଉ ଛୁଆକୁ ନପାଇ ଡହଳବିକଳ ମାଆ  ବାହୁନ କାନ୍ଦୁଛି କିଏ ଖୋଜି ଆଣିଦିଅ ମୋ ପିଲା  ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ମଉଦା ଗ୍ରାମରୁ ନଜର ଆସିଛି ଏପରି ଘଟଣା  

 ଗତ ୪ ତାରିଖ ଭୋରରେ ଆମ୍ୱୁଲାନ୍ସ ଯନ୍ତ୍ରଣା ପାଇଁ ରାସ୍ତାକଡରେ ପ୍ରସବ କରିଥିଲେ ଜଣେ ମହିଳା  ଆଉ ଶିଶୁ କନ୍ୟାକୁ ଜନ୍ମ ଦେବାର ୬ ଘଣ୍ଟା ପରେ ଉଦ୍ଧାର ହୋଇଥିଲେ ଉଭୟ  ତିନି ତିନୋଟି ୧୦୮ ଆମ୍ବୁଲାନ୍ସ ଫେରିବା ଜଣେ ମହିଳା ୪ ନମ୍ୱର ଆମ୍ବୁଲାନ୍ସରେ ଉଦ୍ଧାର କରିନେଇଥିଲେ ମେଡିକାଲ  

ମହିଳାଙ୍କ ରକ୍ତ ଅଭାବ ହେତୁ ତାଙ୍କୁ ଆମ୍ବୁଲାନ୍ସ ରେ ନିଆଯାଇଥିଲା କଟକ ମେଡିକାଲ  ସେଠାରୁ ଡିସ୍ଚାର୍ଜ ହେବା ପରେ ଟ୍ରେନ ଯୋଗେ ଭଦ୍ରକ ଆଣିଥିଲେ । ହେଲେ ଷ୍ଟେସନ ଠାରୁ କିଛି ଦୂରରେ ଅସୁସ୍ଥ ମାକୁ ରାସ୍ତାରେ ବସାଇ ଦେଇ ନବଜାତ ଶିଶୁକୁ ନେଇ ପଳାଇଯାଇଥିଲେ । ଦୀର୍ଘ ସମୟ ଅପେକ୍ଷା ପରେ ଝିଅକୁ ନପାଇମହିଳା ଜଣକ ପୁଣି ପୋଷ୍ଟ ଅଫିସ ଛକକୁ ଆସି ବହୁ ଖୋଜାଖୋଜି କରିଥିଲେ 

ମହିଳା ଜଣଙ୍କ ନିରକ୍ଷର ହୋଇଥିବାରୁ ଥାନାକୁ ଯାଇ ଦେଇନାହାଁନ୍ତି ଏତଲା  ଘଟଣା ପରେ ମୁକ୍ତାଶ୍ରୟ କେନ୍ଦ୍ର କର୍ମଚାରୀ ରିୟାଜ ଅହମଦଙ୍କୁ ଯୋଗାଯୋଗ ପରେ ଚାଇଲ୍ଡ ଲାଇନ ମହିଳାଙ୍କୁ ଉଦ୍ଧାର କରିଛି । ଏବେ ମାମଲାରେ ଭଦ୍ରକ ଟାଉନ୍ ପୋଲିସ ବି ପହଞ୍ଚିଛି । ମହିଳା ଙ୍କୁ କାଉନସେଲିଂ ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମିଳିଛି ସୂଚନା । ତେବେ ନବଜାତ ଶିଶୁକୁ ନେଇଥିବା ମହିଳାଙ୍କୁ ଚିତ୍ର କ୍ୟାମେରାରେ କଏଦ ହୋଇଛି  ଖୁବ୍ ଶୀଘ୍ର ମହିଳାଙ୍କୁ ଚିହ୍ନଟ କରିବ ବୋଲି ସ୍ପଷ୍ଟ କରିଛି ପୋଲିସ 


ମହିଳା ଜଣଙ୍କ ନିରକ୍ଷର ହୋଇଥିବାରୁ ଥାନାକୁ ଯାଇ ଦେଇନାହାଁନ୍ତି ଏତଲା  ଘଟଣା ପରେ ମୁକ୍ତାଶ୍ରୟ କେନ୍ଦ୍ର କର୍ମଚାରୀ ରିୟାଜ ଅହମଦଙ୍କୁ ଯୋଗାଯୋଗ ପରେ ଚାଇଲ୍ଡ ଲାଇନ ମହିଳାଙ୍କୁ ଉଦ୍ଧାର କରିଛି । ଏବେ ମାମଲାରେ ଭଦ୍ରକ ଟାଉନ୍ ପୋଲିସ ବି ପହଞ୍ଚିଛି । ମହିଳା ଙ୍କୁ କାଉନସେଲିଂ ପରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମିଳିଛି ସୂଚନା । ତେବେ ନବଜାତ ଶିଶୁକୁ ନେଇଥିବା ମହିଳାଙ୍କୁ ଚିତ୍ର କ୍ୟାମେରାରେ କଏଦ ହୋଇଛି  ଖୁବ୍ ଶୀଘ୍ର ମହିଳାଙ୍କୁ ଚିହ୍ନଟ କରିବ ବୋଲି ସ୍ପଷ୍ଟ କରିଛି ପୋଲିସ । 

ଜିଲ୍ଲା ଶିଶୁ ସୁରକ୍ଷା ସମିତି ଓ ଟାଉନ୍‌ ପୋଲିସ ମିଳିତ ସହଯୋଗରେ ସେଲଟର ହୋମରେ ଅଛନ୍ତି ମହିଳା ଜଣଙ୍କ ମଙ୍ଗଳବାର ୱାନ୍‌ଷ୍ଟପ ସେଣ୍ଟରକୁ ଅଣାଯାଇ କାଉନସେଲିଂ କରାଯିବ ବୋଲି ଜଣାପଡ଼ିଛି । ଏହାପରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ