ମା’ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ
ନରସିଂହପୁର : ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ। ଦେବୋତ୍ତର ବିଭାଗ ପକ୍ଷରୁ ପାଣିକୁ ନ ଯିବା ପାଇଁ ଆକଟ । ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ଙ୍କର ମନ୍ଦିର ବେଢା କୁ ପ୍ରବେଶ କରିଛି । ସକାଳ ସୁଦ୍ଧା ଜଳସ୍ତର ବଢିଲେ ମାଆ ଭଟ୍ଟାରିକାଙ୍କୁ ରୋଷ ଘରକୁ ସ୍ଥାନାନ୍ତର କରାଯିବ । The post ମା’ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ appeared first on KNews Odisha.

ନରସିଂହପୁର : ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ। ଦେବୋତ୍ତର ବିଭାଗ ପକ୍ଷରୁ ପାଣିକୁ ନ ଯିବା ପାଇଁ ଆକଟ । ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ଙ୍କର ମନ୍ଦିର ବେଢା କୁ ପ୍ରବେଶ କରିଛି । ସକାଳ ସୁଦ୍ଧା ଜଳସ୍ତର ବଢିଲେ ମାଆ ଭଟ୍ଟାରିକାଙ୍କୁ ରୋଷ ଘରକୁ ସ୍ଥାନାନ୍ତର କରାଯିବ ।
The post ମା’ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ appeared first on KNews Odisha.