ମାଆ କଥା ମାନିଲାନି ଆତଙ୍କୀ

ସରେଣ୍ଡର ପାଇଁ ଭିଡିଓକଲରେ ଆତଙ୍କୀ ପୁଅକୁ ଅନୁରୋଧ କରୁଥିଲା ମାଆ। ତଥାପି ମାଆ କଥା ମାନିଲାନି ଆତଙ୍କୀ। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଗଲା । ସାମ୍ନାକୁ ଆସିଛି ଜମ୍ମୁ-କଶ୍ମୀର ଅବନ୍ତିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିହତ ହେବା ଆଗରୁ ଆତଙ୍କବାଦୀ ଆମିର ଓ୍ୱାନୀର ଆଉ ତା ମାଆର ଭିଡିଓ କଲ୍ ସମୟର ଦୃଶ୍ୟ।

ମାଆ କଥା ମାନିଲାନି ଆତଙ୍କୀ
Array