ମାଈ ହାତୀର ସନ୍ଦେହଜନକ ମୃତଦେହ ଉଦ୍ଧାର
ଭବାନୀପାଟଣା,୧୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ନର୍ଲା ନବୋଦୟ ନିକଟରେ ଶୁକ୍ରବାର ସକାଳରେ ଜଣେ ମାଈ ହାତୀର ମୃତଦେହ ଠାବ ହୋଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କେଉଁ କାରଣରୁ ହାତୀର ମୃତ ହୋଇଛି ତାହା ବର୍ତ୍ତମାନ ବି ସ୍ପଷ୍ଟ ଜଣାପଡିନାହିଁ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ହାତୀର ମୃତଦେହ ଥିବା ପରିସରରେ ବ୍ୟାରିକେଡ କରାଯାଇଥିବା ଦେଖିବାକୁ ମିଳିଛି। The post ମାଈ ହାତୀର ସନ୍ଦେହଜନକ ମୃତଦେହ ଉଦ୍ଧାର appeared first on Dharitri Odia News.
ଭବାନୀପାଟଣା,୧୩।୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ନର୍ଲା ନବୋଦୟ ନିକଟରେ ଶୁକ୍ରବାର ସକାଳରେ ଜଣେ ମାଈ ହାତୀର ମୃତଦେହ ଠାବ ହୋଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କେଉଁ କାରଣରୁ ହାତୀର ମୃତ ହୋଇଛି ତାହା ବର୍ତ୍ତମାନ ବି ସ୍ପଷ୍ଟ ଜଣାପଡିନାହିଁ। ବର୍ତ୍ତମାନ ବନ ବିଭାଗ ପକ୍ଷରୁ ହାତୀର ମୃତଦେହ ଥିବା ପରିସରରେ ବ୍ୟାରିକେଡ କରାଯାଇଥିବା ଦେଖିବାକୁ ମିଳିଛି।
The post ମାଈ ହାତୀର ସନ୍ଦେହଜନକ ମୃତଦେହ ଉଦ୍ଧାର appeared first on Dharitri Odia News.