ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି
ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଅପରାହ୍ନରେ ଫେରିଆସିଛନ୍ତି। ସୂଚନା ଯୋଗ୍ୟ, ଅଭୟାରଣ୍ୟ ଭିତରେ ୫ଟି ପୋଲିଂ ବୁଥ ସୁନାବେଡା, ଗାତିବେଡା, ଦେଓସିଲ, ସୋସେଙ୍ଗ, ଜାମଗାଁରେ ଭୋଟ ଗ୍ରହଣ ହୋଇଥିଲା। ଅପରାହ୍ନ ୪ଟାରେ ଭୋଟ ଗ୍ରହଣ ଶେଷ ପରେ ପୋଲିଂ ପାର୍ଟି ସ୍ବତନ୍ତ୍ର ହେରିକପ୍ଟର ଯୋଗେ ଖରିଆରରୋଡ ସ୍ଥିତ ଗୋତମା ଉଡାଜାହାଜ ପଡିଆରେ ୫ଟାରେ ପହଞ୍ଚିଛନ୍ତି। ସୂଚନା […] The post ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି appeared first on Dharitri Odia News.
ନୂଆପଡ଼ା,୧୩।୫(ମକାରୁ ବେମାଲ): ନୂଆପଡ଼ା ଜିଲା ମାଓବାଦୀ ଉପଦ୍ରୁତ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ସୋମବାର ପୋଲିଂ ପାର୍ଟି ଭୋଟ ଗ୍ରହଣ ଶେଷ କରି ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଅପରାହ୍ନରେ ଫେରିଆସିଛନ୍ତି।
ସୂଚନା ଯୋଗ୍ୟ, ଅଭୟାରଣ୍ୟ ଭିତରେ ୫ଟି ପୋଲିଂ ବୁଥ ସୁନାବେଡା, ଗାତିବେଡା, ଦେଓସିଲ, ସୋସେଙ୍ଗ, ଜାମଗାଁରେ ଭୋଟ ଗ୍ରହଣ ହୋଇଥିଲା। ଅପରାହ୍ନ ୪ଟାରେ ଭୋଟ ଗ୍ରହଣ ଶେଷ ପରେ ପୋଲିଂ ପାର୍ଟି ସ୍ବତନ୍ତ୍ର ହେରିକପ୍ଟର ଯୋଗେ ଖରିଆରରୋଡ ସ୍ଥିତ ଗୋତମା ଉଡାଜାହାଜ ପଡିଆରେ ୫ଟାରେ ପହଞ୍ଚିଛନ୍ତି।
ସୂଚନା ଯୋଗ୍ୟ, ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ୫ଟି ବୁଥର ପୋଲିଂ ପାର୍ଟିକୁ ରବିବାର ସୁନାବେଡା ପଠାଯାଇଥିଲା। ସେମାନେ ସୁନାବେଡା, ସୋସେଙ୍ଗ ସିଆର୍ପିଏଫ୍ କ୍ୟାମ୍ପରେ ରାତ୍ରି ଯାପନ କରିଥିଳେ। ସୋମବାର ସକାଳେ ସୁରକ୍ଷା ବଳରେ ପୋଲିଂ ବୁଥରେ ପହଞ୍ଚି ମତଦାନ ପ୍ରକିୟା ଆରମ୍ଭ କରିଥିଲେ।
The post ମାଓବାଦୀ ଅଞ୍ଚଳରୁ ହେଲିକପ୍ଟରରେ ଫେରିଲେ ପୋଲିଂ ପାର୍ଟି appeared first on Dharitri Odia News.