ମାଟ୍ରିକ ପରୀକ୍ଷାରେ ବିଭ୍ରାଟ, B ସେଟରେ ୪ ମାର୍କ କମ, C ସେଟ୍‌ରେ ରହିଛି ତ୍ରୁଟି

କଟକ ୦୧/୦୩: ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ବିଜ୍ଞାନ B ସେଟରେ ୪ ମାର୍କ କମ ଥିବାର ଅଭିଯୋଗ । ଏହାସହ ବିଜ୍ଞାନ C ସେଟରେ କିଛି ତ୍ରୁଟି ଥିବା ସୂଚନା । ପରୀକ୍ଷା ଚାଲିଥିବା ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଥିଲା ତନାଘନା । ତେବେ ୪ ମାର୍କ କମ ଥିବା ସ୍ୱୀକାର କରିଛି ବୋର୍ଡ । ବୋର୍ଡ ସଭାପତି କହିଛନ୍ତି ୪ ମାର୍କ ବିଷୟରେ ନିଷ୍ପତ୍ତି ନେବ କଣ୍ଡକ୍ଟିଙ୍ଗ ବୋର୍ଡ । କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସି ସେଟ୍ ସବଜେକଟିଭ ପ୍ରଶ୍ନ ପତ୍ରରେ ୪ ମାର୍କ ମିସ ପ୍ରିଣ୍ଟ ରହିଛି । ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ । ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିଭଳି ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି । ତେବେ ପ୍ରଶ୍ନ ପତ୍ର ଭାଇରାଲ କଥାକୁ ଖାରଜ କଲେ ବୋର୍ଡ କର୍ତ୍ତୃପକ୍ଷ। ସେ କହିଛନ୍ତି ଭାଇରାଲ ନେଇ ଆମ ପାଖେ କୌଣସି ଅଭିଯୋଗ ନାହିଁ । 

ମାଟ୍ରିକ ପରୀକ୍ଷାରେ ବିଭ୍ରାଟ, B ସେଟରେ ୪ ମାର୍କ କମ, C ସେଟ୍‌ରେ ରହିଛି ତ୍ରୁଟି

କଟକ ୦୧/୦୩: ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ବିଜ୍ଞାନ B ସେଟରେ ୪ ମାର୍କ କମ ଥିବାର ଅଭିଯୋଗ । ଏହାସହ ବିଜ୍ଞାନ C ସେଟରେ କିଛି ତ୍ରୁଟି ଥିବା ସୂଚନା । ପରୀକ୍ଷା ଚାଲିଥିବା ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଥିଲା ତନାଘନା । ତେବେ ୪ ମାର୍କ କମ ଥିବା ସ୍ୱୀକାର କରିଛି ବୋର୍ଡ । 


ବୋର୍ଡ ସଭାପତି କହିଛନ୍ତି ୪ ମାର୍କ ବିଷୟରେ ନିଷ୍ପତ୍ତି ନେବ କଣ୍ଡକ୍ଟିଙ୍ଗ ବୋର୍ଡ । କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସି ସେଟ୍ ସବଜେକଟିଭ ପ୍ରଶ୍ନ ପତ୍ରରେ ୪ ମାର୍କ ମିସ ପ୍ରିଣ୍ଟ ରହିଛି । ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ । ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେହିଭଳି ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି । ତେବେ ପ୍ରଶ୍ନ ପତ୍ର ଭାଇରାଲ କଥାକୁ ଖାରଜ କଲେ ବୋର୍ଡ କର୍ତ୍ତୃପକ୍ଷ। ସେ କହିଛନ୍ତି ଭାଇରାଲ ନେଇ ଆମ ପାଖେ କୌଣସି ଅଭିଯୋଗ ନାହିଁ ।