ମାଡି ଆସୁଛି ବାତ୍ୟା : ୬ IASଙ୍କୁ ଦିଆଗଲା ଅଧିକ ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲା ଦାୟିତ୍ବ

ଭୁବନେଶ୍ବର : ବଙ୍ଗୋପସାଗରରେ ବଳ ଗୋଟାଉ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା। ସମୁଦ୍ରରେ ବାତ୍ୟାର ବେଗ କମିଛି,ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା। ସମୁଦ୍ରରେ ଗତି ଯେତେ ବିଳମ୍ବ ହେବ ବାତ୍ୟା ଦେତେ ଶକ୍ତିଶାଳୀ ହେବ। ଯାହାକୁ ନେଇ ଚିନ୍ତା ବଢିଛି। ଏହାରି ମଧ୍ୟରେ ସରକାର ମଧ୍ୟ ସଜାଗ ହୋଇ ୬ ଆଇଏଏସ୍ ଅଧିକାରୀଙ୍କୁ ଅଧିକ ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି। ରାଜ୍ୟ ସରକାର କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, […]

ମାଡି ଆସୁଛି ବାତ୍ୟା : ୬ IASଙ୍କୁ ଦିଆଗଲା ଅଧିକ ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲା ଦାୟିତ୍ବ
ODISHA govt gave 6 IAS the responsibility of cyclone management in 6 districts

ଭୁବନେଶ୍ବର : ବଙ୍ଗୋପସାଗରରେ ବଳ ଗୋଟାଉ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା। ସମୁଦ୍ରରେ ବାତ୍ୟାର ବେଗ କମିଛି,ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଗତି କରୁଛି ବାତ୍ୟା। ସମୁଦ୍ରରେ ଗତି ଯେତେ ବିଳମ୍ବ ହେବ ବାତ୍ୟା ଦେତେ ଶକ୍ତିଶାଳୀ ହେବ। ଯାହାକୁ ନେଇ ଚିନ୍ତା ବଢିଛି। ଏହାରି ମଧ୍ୟରେ ସରକାର ମଧ୍ୟ ସଜାଗ ହୋଇ ୬ ଆଇଏଏସ୍ ଅଧିକାରୀଙ୍କୁ ଅଧିକ ପ୍ରଭାବିତ ହେବାକୁ ଥିବା ୬ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି।

5008d4fe 29b1 4b59 97fc 784cbbbc5af2

ରାଜ୍ୟ ସରକାର କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂଙ୍କୁ ପୁରୀ, ଭୀନିତ ଭରଦ୍ୱାଜଙ୍କୁ ମୟୂରଭଞ୍ଚ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ଦେଇଛନ୍ତି। ଏହି ଆଇଏଏସ୍ ଅଧିକାରୀମାନେ ସପୃକ୍ତ ଜିଲ୍ଲାରେ ବାତ୍ୟା ପରିଚାଳନା, ଉଦ୍ଧାର, ରିଲିଫ୍‌ କାର୍ଯ୍ୟ ତଦାରଖ କରିବେ।