ମାମା ଆରମ୍ଭ କରିଦେଲେ,ଏଥର ଫୁଲ ଆକ୍ରମଣ !

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର ।

ମାମା ଆରମ୍ଭ କରିଦେଲେ,ଏଥର ଫୁଲ ଆକ୍ରମଣ !

ଆରମ୍ଭ ହୋଇଗଲା ନିର୍ବାଚନୀ ଗରମ, ଆସୁ ଆସୁ ଶିବରାଜ ବର୍ଷିଲେ ନବୀନ ସରକାରଙ୍କ ଉପରେ। ଆଗକୁ ଏହା ଜୋରଦାର ହେବ ବୋଲି ଆଶା କରାଯାଉଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଓଡ଼ିଶାରେ ଚାଲିଛି ଆଉଟସୋର୍ସିଂ ସରକାର, ମା' ଭଉଣୀମାନେ ଏଠାରେ ଅସୁରକ୍ଷିତ ଅଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।