ମାଲକାନଗିରି ପାଲଟିଛି ଗଞ୍ଜେଇ ଚାଷ ‘ସେଫ୍ ହେଭେନ୍’

ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍।