ମାହାଙ୍ଗା ଥାନା ଅଧିକାରୀ ବିଜୟ ମଲ୍ଲିକଙ୍କ ବଦଳି, ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମାହୂତି ନେଇ ଚର୍ଚ୍ଚାରେ ଥିଲେ
ମାହାଙ୍ଗା ୪।୯: ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ I କଟକ ନିଆଳି ଥାନାକୁ ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ I ମାହାଙ୍ଗା ଥାନାରେ ନିଆଳି ଥାନା ଅଧିକାରୀ ତପନ କୁମାର ରାଉତ ମାହାଙ୍ଗା ଥାନା ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି I ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକ ଚର୍ଚ୍ଚାରେ ଥିଲେ I ମାହାଙ୍ଗା ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ କଟକ ଗ୍ରାମାଞ୍ଚଳ ଏସପି ଏଲ୍ ଦିବ୍ୟା ଏଭଳିଆକ୍ସନ ନେଇଛନ୍ତି I ତତ୍କାଳୀନ ମାହାଙ୍ଗା ଆଇଆଇସିଙ୍କୁ ବଦଳି କରିଛନ୍ତି ।ଗତ ଅଗଷ୍ଟ ୧୬ ତାରିଖରେ ରଶ୍ମିତା ଦାସ ନାମକ ଜଣେ ମହିଳା ମାହାଙ୍ଗା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରେ ଏସ୍ସିପି ମେଡ଼ିକାଲରେ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିଲେ ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକ I ଆତ୍ମହତ୍ୟା ପୂର୍ବରୁ ରଶ୍ମିତା ଦାସ ନିଜେ ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ନାଁ ନେଇଥିଲେ । ମାହାଙ୍ଗା ଆଇଆଇସି ଓ ମାହାଙ୍ଗା ଏସ୍ଆଇ ଇପ୍ସିତା ପ୍ରିୟଦର୍ଶିନୀ ମୋତେ ଦୁର୍ବ୍ୟହାର କରିବାରୁ ମୁଁ ଆତ୍ମହତ୍ୟା ଉଦ୍ୟମ କରିଥିଲି ବୋଲି ବୟାନ ଦେଇଥିଲେ ।You Can Read:ଭୁବନେଶ୍ବର IITର ପଞ୍ଚମ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ, ୧୦ଦିନ ପୂର୍ବରୁ ଘରୁ ଫେରି ରହୁଥିଲେ ଚୁପଚାପ
ମାହାଙ୍ଗା ୪।୯: ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ I କଟକ ନିଆଳି ଥାନାକୁ ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ I ମାହାଙ୍ଗା ଥାନାରେ ନିଆଳି ଥାନା ଅଧିକାରୀ ତପନ କୁମାର ରାଉତ ମାହାଙ୍ଗା ଥାନା ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି I ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକ ଚର୍ଚ୍ଚାରେ ଥିଲେ I ମାହାଙ୍ଗା ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ କଟକ ଗ୍ରାମାଞ୍ଚଳ ଏସପି ଏଲ୍ ଦିବ୍ୟା ଏଭଳିଆକ୍ସନ ନେଇଛନ୍ତି I ତତ୍କାଳୀନ ମାହାଙ୍ଗା ଆଇଆଇସିଙ୍କୁ ବଦଳି କରିଛନ୍ତି ।
ଗତ ଅଗଷ୍ଟ ୧୬ ତାରିଖରେ ରଶ୍ମିତା ଦାସ ନାମକ ଜଣେ ମହିଳା ମାହାଙ୍ଗା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରେ ଏସ୍ସିପି ମେଡ଼ିକାଲରେ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିଲେ ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକ I ଆତ୍ମହତ୍ୟା ପୂର୍ବରୁ ରଶ୍ମିତା ଦାସ ନିଜେ ମାହାଙ୍ଗା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ନାଁ ନେଇଥିଲେ । ମାହାଙ୍ଗା ଆଇଆଇସି ଓ ମାହାଙ୍ଗା ଏସ୍ଆଇ ଇପ୍ସିତା ପ୍ରିୟଦର୍ଶିନୀ ମୋତେ ଦୁର୍ବ୍ୟହାର କରିବାରୁ ମୁଁ ଆତ୍ମହତ୍ୟା ଉଦ୍ୟମ କରିଥିଲି ବୋଲି ବୟାନ ଦେଇଥିଲେ ।

You Can Read:
ଭୁବନେଶ୍ବର IITର ପଞ୍ଚମ ମହଲାରୁ ଡେଇଁ ଛାତ୍ରୀଙ୍କ ମୃତ୍ୟୁ, ୧୦ଦିନ ପୂର୍ବରୁ ଘରୁ ଫେରି ରହୁଥିଲେ ଚୁପଚାପ