ମାଡ଼ି ଆସିଲା ବନ୍ୟାପାଣି, ଅଧା ବୁଡ଼ିଗଲା ମେଡିକାଲ୍

ପୂରା ମେଡିକାଲ୍ ଭିତରେ ପାଣି ପ୍ରଭାବିତ ହେଉଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ । କିଛି ଲୋକେ ମେଡିକାଲ ଭିତରେ ଥିଲେ ସେଠୁ ବାହାରିବା ବି ମୁସକିଲ୍ ହୋଇପଡ଼ିଛି ।

ମାଡ଼ି ଆସିଲା ବନ୍ୟାପାଣି, ଅଧା ବୁଡ଼ିଗଲା ମେଡିକାଲ୍
Array