ମିଛରେ ଶିକ୍ଷକ ନେଉଥିଲେ ଛୁଟି, ପହଞ୍ଚି ଧରିଲେ ବିଧାୟକ। MLA Sudarshan Haripal surprise visit, Sambalpur.
ମିଛ ଦସ୍ତଖତରେ ଶିକ୍ଷକ ନେଉଥିଲେ ଛୁଟି, ହଠାତ୍ ପହଞ୍ଚି ଧରିଲେ ବିଧାୟକ। ଗଡ଼ମୁଣ୍ଡା ବିଦ୍ୟାଳୟ ର ଶିକ୍ଷକ ମାନଙ୍କ କଳା କାରନାମା,ଅଚାନକ ସ୍କୁଲ ପରିଦର୍ଶନ କରି ପର୍ଦାଫାଶ କଲେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ| MLA Sudarshan Haripal