ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ

ଭୁବନେଶ୍ବର ୨୮।୨: ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିବା ସହିତ କେବଳ ମହିଳାମାନଙ୍କ ଦାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ବିଲ ଗେଟ୍ସ ଖୁସି ହୋଇଥିଲେ । ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ ସେ କୋରାପୁଟ କଫି କ୍ୟାଫେକୁ ଯାଇ କଫି ପିଇଥିଲେ । ପରେ ବଜାର ଭିତରକୁ ଯାଇ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ ବାଦାମ, ଦେଶି ମୁଗ ଡାଲି, ମୁଡକି କିଣିଥିଲେ । କନ୍ଧମାଳ ହଳଦୀର ଔଷଧୀୟ […] The post ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ appeared first on Dharitri Odia News.

ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ
ଭୁବନେଶ୍ବର ୨୮।୨: ଭୁବନେଶ୍ୱରରେ ମିଶନ ଶକ୍ତି ବଜାର ବୁଲି ଦେଖିବା ସହିତ କେବଳ ମହିଳାମାନଙ୍କ ଦାରା ଏହି ବଜାର ପରିଚାଳିତ ହେଉଥିବା ଜାଣି ବିଲ ଗେଟ୍ସ ଖୁସି ହୋଇଥିଲେ । ମିଶନ ଶକ୍ତି ବଜାର ପହଞ୍ଚି ପ୍ରଥମେ ସେ କୋରାପୁଟ କଫି କ୍ୟାଫେକୁ ଯାଇ କଫି ପିଇଥିଲେ ।
ପରେ ବଜାର ଭିତରକୁ ଯାଇ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, କନ୍ଧମାଳ ହଳଦୀ, କାଜୁ ବାଦାମ, ଦେଶି ମୁଗ ଡାଲି, ମୁଡକି କିଣିଥିଲେ । କନ୍ଧମାଳ ହଳଦୀର ଔଷଧୀୟ ଗୁଣ ବିଷୟରେ ବୁଝିବା ସହିତ ରାଜ୍ୟର କେଉଁ ଅଞ୍ଚଳରୁ କାଜୁ ଆସୁଛି ଓ କାଜୁର ମାନ ବିଷୟରେ ପଚାରି ବୁଝିଥିଲେ ।

The post ମିଶନ ଶକ୍ତି ବଜାରରୁ ଢ଼ିଙ୍କିକୁଟା ଅକାଣ୍ଡି ଚାଉଳ, ମୁଗ ଡାଲି କିଣିଲେ ବିଲ ଗେଟ୍ସ appeared first on Dharitri Odia News.