‘ମୁଁ ଟ୍ରମ୍ପଙ୍କୁ ଘୃଣା କରେ’…ଗୁଳି ଚଳାଇବା ପୂର୍ବରୁ ଭିଡିଓ ଜାରି କରିଥିଲେ ଶୁଟ୍ର, ଦେଖନ୍ତୁ…
ଓ୍ବାଶିଂଟନ,୧୪।୭: ଏକ ନିର୍ବାଚନୀ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ତାଙ୍କ କାନରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିବା ଜଣେ ଯୁବକ ଥୋମାସ ମାଥ୍ୟୁ ବୋଲି ଜଣାପଡ଼ିଛି। ସେ ଏଭଳି କାଣ୍ଡ ଘଟାଇବା ପୂର୍ବରୁ ଭିଡିଓ ଭାରି କରିଥିଲେ। ଭିଡିଓରେ ସେ ‘ଟ୍ରମ୍ପଙ୍କୁ ଘୃଣା କରନ୍ତି’ ବୋଲି କହୁଛନ୍ତି। ଏହାଛଡ଼ା ସେ […] The post ‘ମୁଁ ଟ୍ରମ୍ପଙ୍କୁ ଘୃଣା କରେ’…ଗୁଳି ଚଳାଇବା ପୂର୍ବରୁ ଭିଡିଓ ଜାରି କରିଥିଲେ ଶୁଟ୍ର, ଦେଖନ୍ତୁ… appeared first on Dharitri Odia News.
ଓ୍ବାଶିଂଟନ,୧୪।୭: ଏକ ନିର୍ବାଚନୀ ସଭାରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ତାଙ୍କ କାନରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି। ଏସବୁ ମଧ୍ୟରେ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିବା ଜଣେ ଯୁବକ ଥୋମାସ ମାଥ୍ୟୁ ବୋଲି ଜଣାପଡ଼ିଛି। ସେ ଏଭଳି କାଣ୍ଡ ଘଟାଇବା ପୂର୍ବରୁ ଭିଡିଓ ଭାରି କରିଥିଲେ। ଭିଡିଓରେ ସେ ‘ଟ୍ରମ୍ପଙ୍କୁ ଘୃଣା କରନ୍ତି’ ବୋଲି କହୁଛନ୍ତି। ଏହାଛଡ଼ା ସେ ରିପବ୍ଲିକାନ୍ଙ୍କୁ ଘୃଣା କରନ୍ତି ବୋଲି କହୁଥିବା ଦେଖାଯାଉଛି।
ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇଥିବା ଥୋମାସ୍ ମାଥ୍ୟୁ କ୍ରୁକ୍ସ ଗୁଳି ଚଳାଇବା ପୂର୍ବରୁ ନିଜେ ଭିଡିଓ ଜାରି କରିଥିଲେ। ଏଥିରେ ସେ ଆକ୍ରମଣର କାରଣ କହିଥିଲେ। ସେ ରିପବ୍ଲିକାନ ପାର୍ଟି ଏବଂ ଟ୍ରମ୍ପଙ୍କୁ ଘୃଣା କରନ୍ତି। ସମସ୍ତଙ୍କୁ ଭୁଲ୍ ମଣିଷ ମିଳିଯାଇଛି। ଏହାକୁ ନେଇ ଥୋମାସ୍ ଘୃଣା କାରଣରୁ ଏଭଳି ଆକ୍ରମଣ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
କହିରଖୁଛୁ, ଥୋମାସଙ୍କ ଗୁଳି ଚାଳନାରେ ଟ୍ରମ୍ପଙ୍କ କାନରେ ଗୁଳି ବାଜିଥିବା ବେଳେ ପଛରେ ଥିବା ତାଙ୍କର ଜଣେ ସମର୍ଥକଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିବା ସହ ଆମେରିକା ଭଳି ଦେଶରେ ଏଭଳି ଘଟଣା ଘଟିବା ଚକିତ କରୁଛି ବୋଲି କହିଥିଲେ।
The Left is saying that the #shooter Thomas Matthew Crooks is a Registered Republican.
This video of his says otherwise…. pic.twitter.com/f4bUH6ub2e
— Donald J. Trump (Parody) (@realDonParody) July 14, 2024
Breaking
One spectator at the Trump rally is dead from a shot to the head by the sniper and one is in critical condition from a gunshot wound and it’s been confirmed that the shooter is now dead.#TrumpRally #Trump #shooter pic.twitter.com/9kgDTJnDtU
— Jimmy Reno (@jimmyrenowrites) July 13, 2024
The post ‘ମୁଁ ଟ୍ରମ୍ପଙ୍କୁ ଘୃଣା କରେ’…ଗୁଳି ଚଳାଇବା ପୂର୍ବରୁ ଭିଡିଓ ଜାରି କରିଥିଲେ ଶୁଟ୍ର, ଦେଖନ୍ତୁ… appeared first on Dharitri Odia News.
One spectator at the Trump rally is dead from a shot to the head by the sniper and one is in critical condition from a gunshot wound and it’s been confirmed that the shooter is now dead.