ମୁକୁନ୍ଦୁପୁର ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଗୁରୁତର

ରାୟଗଡ଼ା ୧୫।୬: ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦୁପୁର ଘାଟିରୁ ୨୦ ଫୁଟ ତଳକୁ ଖସିଲା ଟ୍ରକ୍ । ଭାରସାମ୍ୟ ହରାଇ ଟ୍ରକ୍‌ଟି ଘାଟି ତଳକୁ ଖସିଥିବା ବେଳେ ଟ୍ରକ୍ ଚାଳକ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ କୋଲନରା ବ୍ଲକ୍ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଗୁରୁତର ଡ୍ରାଇଭରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଟ୍ରକ୍‌ଟି ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଟ୍ରକ୍‌ଟି ସ୍ଥାନୀୟ ରାୟଗଡା ଜିଲ୍ଲାର ବୋଲି ଜଣାପଡିଛି ।You Can Read:ଅଣସେବାୟତ ରଥରେ ଚଢିଲେ ଗିରଫ ହେବେ, ରଥ ଉପରେ ସେବାୟତଙ୍କୁ ମୋବାଇଲ ମନାi 

ମୁକୁନ୍ଦୁପୁର ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ଗୁରୁତର

ରାୟଗଡ଼ା ୧୫।୬: ରାୟଗଡା ଜିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦୁପୁର ଘାଟିରୁ ୨୦ ଫୁଟ ତଳକୁ ଖସିଲା ଟ୍ରକ୍ । ଭାରସାମ୍ୟ ହରାଇ ଟ୍ରକ୍‌ଟି ଘାଟି ତଳକୁ ଖସିଥିବା ବେଳେ ଟ୍ରକ୍ ଚାଳକ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ କୋଲନରା ବ୍ଲକ୍ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଗୁରୁତର ଡ୍ରାଇଭରଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଟ୍ରକ୍‌ଟି ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଫେରିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଟ୍ରକ୍‌ଟି ସ୍ଥାନୀୟ ରାୟଗଡା ଜିଲ୍ଲାର ବୋଲି ଜଣାପଡିଛି ।

You Can Read:

ଅଣସେବାୟତ ରଥରେ ଚଢିଲେ ଗିରଫ ହେବେ, ରଥ ଉପରେ ସେବାୟତଙ୍କୁ ମୋବାଇଲ ମନାi