ମୁଖୀଗୁଡା ଫାଣ୍ଡି ନିକଟରେ ଦୁର୍ଘଟଣା, ୪୦୭ ଗାଡି ଧକ୍କା ରେ ବାଇକ ଚାଳକ ମୃତ।
କଳାହାଣ୍ଡି:୦୮/୧୧ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ଫାଣ୍ଡି ନିକଟରେ ଏକ ଚାଷୀଙ୍କ ଧାନ ନେଉଥିବା ଟାଟା ୪୦୭ ଓ ହିରୋ ଡ଼ିଲକ୍ସ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ବେଳେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ବାଇକ ଚାଳକ ପାଇକେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ କନକପୁର ଗାଁ ର ମୁକୁନ୍ଦ ମାଝୀ ବୋଲି ଜଣାପଡ଼ିଛି।୪୦୭ ରେ ଜଣେ ଚାଷୀ ଧାନ ନେଇ ମୁଖୀଗୁଡା ସ୍ଥାନୀୟ ଅଞ୍ଚଳରୁ ଜୟପାଟଣା ପଟେ ଆସୁଥିବା ବେଳେ ଜୟପାଟଣା […] The post ମୁଖୀଗୁଡା ଫାଣ୍ଡି ନିକଟରେ ଦୁର୍ଘଟଣା, ୪୦୭ ଗାଡି ଧକ୍କା ରେ ବାଇକ ଚାଳକ ମୃତ। appeared first on Odisha.News.

କଳାହାଣ୍ଡି:୦୮/୧୧
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ଫାଣ୍ଡି ନିକଟରେ ଏକ ଚାଷୀଙ୍କ ଧାନ ନେଉଥିବା ଟାଟା ୪୦୭ ଓ ହିରୋ ଡ଼ିଲକ୍ସ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିବା ବେଳେ ବାଇକ ଚାଳକ ଙ୍କ ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ବାଇକ ଚାଳକ ପାଇକେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ କନକପୁର ଗାଁ ର ମୁକୁନ୍ଦ ମାଝୀ ବୋଲି ଜଣାପଡ଼ିଛି।୪୦୭ ରେ ଜଣେ ଚାଷୀ ଧାନ ନେଇ ମୁଖୀଗୁଡା ସ୍ଥାନୀୟ ଅଞ୍ଚଳରୁ ଜୟପାଟଣା ପଟେ ଆସୁଥିବା ବେଳେ ଜୟପାଟଣା ପଟ ରୁ ମୁଖୀଗୁଡା ଯାଉଥିବା ମୁକୁନ୍ଦ ଙ୍କ ବାଇକ ସହ ଫାଣ୍ଡି ନିକଟରେ ଦୁର୍ଘଟଣା ଘଟିଥିଲା।ସୂଚନା ପାଇ ମୁଖୀଗୁଡା ଫାଣ୍ଡି ଓ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ—ସନତ ପ୍ରଧାନୀ
The post ମୁଖୀଗୁଡା ଫାଣ୍ଡି ନିକଟରେ ଦୁର୍ଘଟଣା, ୪୦୭ ଗାଡି ଧକ୍କା ରେ ବାଇକ ଚାଳକ ମୃତ। appeared first on Odisha.News.