‘ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବାକୁ…’ ଏଏପି ଆଣିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ମୁଖ୍ୟ ସଚିବଙ୍କ ଚିଠିରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବା ପାଇଁ ଭାଜପା ଷଡଯନ୍ତ୍ର କରୁଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ କହିଛନ୍ତି , ସିଏମ କେଜ୍‌ରିଓ୍ବାଲଙ୍କ ସୁଗାର ହ୍ରାସ ପାଇଛି। ମୁଖ୍ୟମନ୍ତ୍ରୀ କୋମାକୁ ଯାଇପାରନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ ହେବାର ଆଶଙ୍କା […] The post ‘ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବାକୁ…’ ଏଏପି ଆଣିଲା ବଡ଼ ଅଭିଯୋଗ appeared first on Dharitri Odia News.

‘ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବାକୁ…’ ଏଏପି ଆଣିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ମୁଖ୍ୟ ସଚିବଙ୍କ ଚିଠିରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବା ପାଇଁ ଭାଜପା ଷଡଯନ୍ତ୍ର କରୁଛି।

ଦିଲ୍ଲୀ ସରକାରୀ ମନ୍ତ୍ରୀ ଆତିଶୀ କହିଛନ୍ତି , ସିଏମ କେଜ୍‌ରିଓ୍ବାଲଙ୍କ ସୁଗାର ହ୍ରାସ ପାଇଛି। ମୁଖ୍ୟମନ୍ତ୍ରୀ କୋମାକୁ ଯାଇପାରନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ବ୍ରେନ୍‌ ଷ୍ଟ୍ରୋକ ହେବାର ଆଶଙ୍କା ରହିଛି।

ଆତିଶୀଙ୍କ ଏହି ବୟାନ ଦିଲ୍ଲୀର ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ପ୍ରଧାନ ସଚିବଙ୍କ ପକ୍ଷରୁ
ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଭ୍କ ଉପରେ ଅଭିଯୋଗ ଆଣିବା ପରେ ଆସିଛି। ସେ ଅଭିଯୋଗ କରିଥିଲେ, ଅରବିନ୍ଦ କେଜ୍‌ରିଓ୍ବାଲ ଜେଲରେ କମ କ୍ୟାଲୋରୀ ଖାଉଛନ୍ତି, ଯେଉଁଥିପାଇଁ ତାଙ୍କ ଓଜନ ହ୍ରାସ ପାଉଛି।

The post ‘ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ହତ୍ୟା କରିବାକୁ…’ ଏଏପି ଆଣିଲା ବଡ଼ ଅଭିଯୋଗ appeared first on Dharitri Odia News.