ମୁଖ୍ୟମନ୍ତ୍ରୀ ଦେବେ ଉପହାର: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ…
ଭୁବନେଶ୍ୱର,୭।୧୨: ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ପ୍ରଦତ୍ତ ୨୩୦୦ ସହ ରାଜ୍ୟ ସରକାର ୮୦୦ ଟଙ୍କା ଦେବେ। ରବିବାର ସୋହେଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଦାଦ କରିବେ। ୨୦୨୪ ସାଧାରଣ ନିର୍ବାଚନରେ ଧାନ ଏମଏସ୍ପି ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷମତାକୁ ଆସିବା ପରେ ଭାଜପା ସରକାର ମଧ୍ୟ ୨୩ ସହ ଏମଏସ୍ପି ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା […] The post ମୁଖ୍ୟମନ୍ତ୍ରୀ ଦେବେ ଉପହାର: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ… appeared first on Dharitri Odia News.
ଭୁବନେଶ୍ୱର,୭।୧୨: ଆସନ୍ତାକାଲିଠୁ ଚାଷୀଙ୍କ ଖାତାକୁ ଯିବ ୮ ଶହ ଟଙ୍କାର ଇନପୁଟ ସହାୟତା। କେନ୍ଦ୍ର ପ୍ରଦତ୍ତ ୨୩୦୦ ସହ ରାଜ୍ୟ ସରକାର ୮୦୦ ଟଙ୍କା ଦେବେ। ରବିବାର ସୋହେଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଦାଦ କରିବେ।
୨୦୨୪ ସାଧାରଣ ନିର୍ବାଚନରେ ଧାନ ଏମଏସ୍ପି ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷମତାକୁ ଆସିବା ପରେ ଭାଜପା ସରକାର ମଧ୍ୟ ୨୩ ସହ ଏମଏସ୍ପି ସହ ୮ ଶହ ଟଙ୍କା ଇନପୁଟ ସବସିଡି ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା ଏମଏସ୍ପି ଚାଷୀ ପାଉଥିବା ବେଳେ ଆସନ୍ତାକାଲିଠୁ ଚାଷୀ ଇନପୁଟ ସବସିଡି ବାବଦକୁ ୮ ଶହ ଟଙ୍କା ପାଇବେ।
The post ମୁଖ୍ୟମନ୍ତ୍ରୀ ଦେବେ ଉପହାର: ଆସନ୍ତାକାଲି ଚାଷୀଙ୍କ ଖାତାକୁ ଯିବ… appeared first on Dharitri Odia News.