ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାର ପାଇବେ…

ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ରାଜ୍ୟରେ ବିଜେଡି ଆଉଥରେ ସରକାରକୁ ଆସେ ତେବେ ରାଜ୍ୟର ୯୦ ପ୍ରତିଶତ ପରିବାର ଜୁଲାଇରୁ ମାଗଣା ବିଜୁଳି ପାଇବେ। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ୧୦୦ ୟୁନିଟ ଯାଏ ବ୍ୟବହାର କରୁଥିବା ସମସ୍ତ ପରିବାରର ବିଜୁଳି ବିଲ୍‌ ଛାଡ କରାଯିବ । ଏହାସହ ୧୦୦ ୟୁନିଟରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପରିବାରକୁ ୫୦ […] The post ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାର ପାଇବେ… appeared first on Dharitri Odia News.

ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାର ପାଇବେ…

ଭୁବନେଶ୍ୱର,୨୩।୫: ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯଦି ରାଜ୍ୟରେ ବିଜେଡି ଆଉଥରେ ସରକାରକୁ ଆସେ ତେବେ ରାଜ୍ୟର ୯୦ ପ୍ରତିଶତ ପରିବାର ଜୁଲାଇରୁ ମାଗଣା ବିଜୁଳି ପାଇବେ। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ୧୦୦ ୟୁନିଟ ଯାଏ ବ୍ୟବହାର କରୁଥିବା ସମସ୍ତ ପରିବାରର ବିଜୁଳି ବିଲ୍‌ ଛାଡ କରାଯିବ । ଏହାସହ ୧୦୦ ୟୁନିଟରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପରିବାରକୁ ୫୦ ୟୁନିଟ୍‌ ମାଗଣା ବିଜୁଳି ଯୋଗାଇ ଦିଆଯିବ ।

The post ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି: ଜୁଲାଇରୁ ୯୦ ପ୍ରତିଶତ ପରିବାର ପାଇବେ… appeared first on Dharitri Odia News.