ମୂଷା ଖାଇଦେଲା ଆଙ୍ଗୁଠି

ଦିବ୍ୟାଙ୍ଗଙ୍କ ଆଙ୍ଗୁଠି ଖାଇଦେଲା ମୂଷା। ହସ୍ପିଟାଲ ଭିତରେ ପଶି ଖଣ୍ଡିଆ କଲା ୪ଟି ଆଙ୍ଗୁଠି। ଅପରେସନ୍ ହେବାକୁ ଆସିଥିଲେ ଘଟିଗଲା ଅଘଟଣ ।

ମୂଷା ଖାଇଦେଲା ଆଙ୍ଗୁଠି
Array