ମେ’ ୪ରେ ନିଟ୍ ୟୁଜି ପ୍ରବେଶିକା
ଭୁବନେଶ୍ୱର,୯।୨(ସୁଚିସ୍ମିତା ସାହୁ): ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ପରୀକ୍ଷା ଚାଲିବ। ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ଏହା ମାର୍ଚ୍ଚ ୭ ଯାଏ ଚାଲିବ। ଏପ୍ରିଲ ୨୬ ସୁଦ୍ଧା ପରୀକ୍ଷା କେନ୍ଦ୍ରର ନାମ ଘୋଷଣା ହେବ ଓ ମେ ୧ରେ ଆଡ୍ମିଟ କାର୍ଡ ଉପଲବ୍ଧ ହେବ। ଜୁନ୍ […] The post ମେ’ ୪ରେ ନିଟ୍ ୟୁଜି ପ୍ରବେଶିକା appeared first on Dharitri Odia News.
ଭୁବନେଶ୍ୱର,୯।୨(ସୁଚିସ୍ମିତା ସାହୁ): ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ଆସନ୍ତା ମେ’ ୪ରେ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ତିନି ଘଣ୍ଟା ଧରି ପରୀକ୍ଷା ଚାଲିବ। ଏନେଇ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବାବେଳେ ଏହା ମାର୍ଚ୍ଚ ୭ ଯାଏ ଚାଲିବ। ଏପ୍ରିଲ ୨୬ ସୁଦ୍ଧା ପରୀକ୍ଷା କେନ୍ଦ୍ରର ନାମ ଘୋଷଣା ହେବ ଓ ମେ ୧ରେ ଆଡ୍ମିଟ କାର୍ଡ ଉପଲବ୍ଧ ହେବ। ଜୁନ୍ ୧୪ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି।
The post ମେ’ ୪ରେ ନିଟ୍ ୟୁଜି ପ୍ରବେଶିକା appeared first on Dharitri Odia News.