ମେଟ୍ରୋ ଟେଣ୍ଡର ବାତିଲ:ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ମେଟ୍ରୋ ରେଳ ଟେଣ୍ଡର ବାତିଲ ପରେ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି। ବିଧାୟକ... The post ମେଟ୍ରୋ ଟେଣ୍ଡର ବାତିଲ:ବର୍ଷିଲା ବିଜେଡି appeared first on .

ମେଟ୍ରୋ ଟେଣ୍ଡର ବାତିଲ:ବର୍ଷିଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ମେଟ୍ରୋ ରେଳ ଟେଣ୍ଡର ବାତିଲ ପରେ ରାଜ୍ୟର ବିଜେପି ସରକାରକୁ କଡ଼ା ସମାଲୋଚନା କରିଛି ବିଜେଡି। ବିଧାୟକ ସାରଦା ଜେନା କଡ଼ା ଭାଷାରେ ଭର୍ତ୍ସନା କରି କହିଛନ୍ତି, ଏହି ସରକାର ଗୋଟିଏ ମିଛୁଆ ସରକାର। ମେଟ୍ରୋ  ନେଇ ଲୋକଙ୍କୁ ଭୁଆଁ ବୁଲାଉଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ସର୍ଭେ କରି ପ୍ରକଳ୍ପ କାମ ଆରମ୍ଭ କରାଯାଇଥିଲା। ଭୁବନେଶ୍ଵରରେ କାମ ଆରମ୍ଭ ହୋଇଥିଲା। ନିଜସ୍ଵ ଅର୍ଥରେ ଓଡ଼ିଶାରେ ମେଟ୍ରୋ ହୋଇଥାନ୍ତା। ହେଲେ ସରକାର ବଦଳିଗଲା। ବିଜେପି ମେଟ୍ରୋ ନେଇ ମିଛ କହିଲା ଓଡିଶାବାସୀଙ୍କୁ।

The post ମେଟ୍ରୋ ଟେଣ୍ଡର ବାତିଲ:ବର୍ଷିଲା ବିଜେଡି appeared first on .