ମେଣ୍ଟ ବିଷୟରେ ଦିଲ୍ଲୀରେ କିଛି ଆଲୋଚନା ହୋଇ ନାହିଁ, ମନା କଲେ ମନମୋହନ
ଭୁବନେଶ୍ୱର : ନିର୍ବାଚନ ନେଇ କେନ୍ଦ୍ରରେ ନିର୍ବାଚନ ପ୍ରସ୍ତୁତି ମିଟିଂ ଓ ଅନ୍ୟ କଥାକୁ ନେଇ ଶୀର୍ଷ ନେତୃତ୍ ସହ କଥା ବାର୍ତ୍ତା ହେଲା। ମେଣ୍ଟ ବିଷୟରେ ଦିଲ୍ଲୀରେ କିଛି ଆଲୋଚନା ହୋଇ ନାହିଁ। ସଫା ସଫ ମନା କଲେ ମନମୋହନ କହିଲେ କିଛି ବି ମେଣ୍ଟ ବିଷୟରେ ଆଲୋଚନା କି ଚର୍ଚ୍ଚା ହୋଇନି। ଆଗରୁ ବି ଆପଣଙ୍କୁ କହିଛି ଓଡ଼ିଶାରେ କେମିତି ସରକାର ହେବ ସେ ନେଇ ପ୍ରସ୍ତୁତି ମିଟିଂ ରହିଥିଲା। ରାଜ୍ୟରେ ଏକାକୀ ବିଜେପି […] The post ମେଣ୍ଟ ବିଷୟରେ ଦିଲ୍ଲୀରେ କିଛି ଆଲୋଚନା ହୋଇ ନାହିଁ, ମନା କଲେ ମନମୋହନ appeared first on KNews Odisha.

ଭୁବନେଶ୍ୱର : ନିର୍ବାଚନ ନେଇ କେନ୍ଦ୍ରରେ ନିର୍ବାଚନ ପ୍ରସ୍ତୁତି ମିଟିଂ ଓ ଅନ୍ୟ କଥାକୁ ନେଇ ଶୀର୍ଷ ନେତୃତ୍ ସହ କଥା ବାର୍ତ୍ତା ହେଲା। ମେଣ୍ଟ ବିଷୟରେ ଦିଲ୍ଲୀରେ କିଛି ଆଲୋଚନା ହୋଇ ନାହିଁ। ସଫା ସଫ ମନା କଲେ ମନମୋହନ କହିଲେ କିଛି ବି ମେଣ୍ଟ ବିଷୟରେ ଆଲୋଚନା କି ଚର୍ଚ୍ଚା ହୋଇନି।
ଆଗରୁ ବି ଆପଣଙ୍କୁ କହିଛି ଓଡ଼ିଶାରେ କେମିତି ସରକାର ହେବ ସେ ନେଇ ପ୍ରସ୍ତୁତି ମିଟିଂ ରହିଥିଲା। ରାଜ୍ୟରେ ଏକାକୀ ବିଜେପି ଲଢିବ ଉଭୟ ଲୋକସଭା ଓ ବିଧାନସଭା। ଓଡିଶା ବାବଦରେ କିଛି ଆଲୋଚନା ହୋଇନି ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
The post ମେଣ୍ଟ ବିଷୟରେ ଦିଲ୍ଲୀରେ କିଛି ଆଲୋଚନା ହୋଇ ନାହିଁ, ମନା କଲେ ମନମୋହନ appeared first on KNews Odisha.