ମେୟରଙ୍କ ଗାଡ଼ି ଧକ୍କାରେ ଜଣେ ଆହତ

କଟକ,୧୪ା୩(କାର୍ତ୍ତିକ ସାହୁ): କଟକ ମେୟର ସୁବାସ ସିଂହଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଖାନନଗର ଛକରେ ଦୁର୍ଘଟଣାଟି ଗୁରୁବାର ସକାଳେ ଘଟିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ଯୁବକ ଜଣକ ଏବେ ସୁସ୍ଥ ଥିବା ଜଣାଯାଇଛି। The post ମେୟରଙ୍କ ଗାଡ଼ି ଧକ୍କାରେ ଜଣେ ଆହତ appeared first on Dharitri Odia News.

ମେୟରଙ୍କ ଗାଡ଼ି ଧକ୍କାରେ ଜଣେ ଆହତ

କଟକ,୧୪ା୩(କାର୍ତ୍ତିକ ସାହୁ): କଟକ ମେୟର ସୁବାସ ସିଂହଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଖାନନଗର ଛକରେ ଦୁର୍ଘଟଣାଟି ଗୁରୁବାର ସକାଳେ ଘଟିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଛି। ଯୁବକ ଜଣକ ଏବେ ସୁସ୍ଥ ଥିବା ଜଣାଯାଇଛି।

The post ମେୟରଙ୍କ ଗାଡ଼ି ଧକ୍କାରେ ଜଣେ ଆହତ appeared first on Dharitri Odia News.