ମୋ ଝିଅକୁ ଜାଳିଦେଲେ କହି ବାହୁନିବାହୁନି କାନ୍ଦୁଛି ମା’
ବାଲେଶ୍ୱର,୬।୭ : ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଟାଉନ ଥାନା ବଙ୍କାଖଜୁରି ଗାଁରେ।ଶାଶୁ ଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକ। ଝିଅକୁ ଜାଳିଦେଇଥିବା କାନ୍ଦିକାନ୍ଦି କହିଲେ ବାପା। The post ମୋ ଝିଅକୁ ଜାଳିଦେଲେ କହି ବାହୁନିବାହୁନି କାନ୍ଦୁଛି ମା’ appeared first on Dharitri Odia News.
ବାଲେଶ୍ୱର,୬।୭ : ଘର ଭିତରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଟାଉନ ଥାନା ବଙ୍କାଖଜୁରି ଗାଁରେ।ଶାଶୁ ଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ବାପା ଘର ଲୋକ। ଝିଅକୁ ଜାଳିଦେଇଥିବା କାନ୍ଦିକାନ୍ଦି କହିଲେ ବାପା।
The post ମୋ ଝିଅକୁ ଜାଳିଦେଲେ କହି ବାହୁନିବାହୁନି କାନ୍ଦୁଛି ମା’ appeared first on Dharitri Odia News.