ମୋ ବାପା ପଇସାରେ ମୁଁ ନିଶା ଖାଉଛି

ଭୁବନେଶ୍ବର,୧।୯: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ବସିଛନ୍ତି ନିଶା ଦ୍ରବ୍ୟ ବେପାରୀ। ରାତି ଦିନ କିଛି ମାନୁ ନାହାନ୍ତି। ସୁନ୍ଦରୀ ତରୁଣୀଙ୍କୁ ଲଗାଇ ଛାତ୍ର, ଯୁବବର୍ଗଙ୍କୁ କରୁଛନ୍ତି ଟାର୍ଗେଟ। ଏହିଭଳି ରବିବାର ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳର ସବାର ସହି ନିକଟରେ ଡିଲ୍ ବେଳେ, ଜଣେ ସୁନ୍ଦରୀ ନିଶା ବେପାରୀଙ୍କୁ ଧରିଛି ଅବକାରୀ ବିଭାଗ। The post ମୋ ବାପା ପଇସାରେ ମୁଁ ନିଶା ଖାଉଛି appeared first on Dharitri Odia News.

ମୋ ବାପା ପଇସାରେ ମୁଁ ନିଶା ଖାଉଛି

ଭୁବନେଶ୍ବର,୧।୯: ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇ ବସିଛନ୍ତି ନିଶା ଦ୍ରବ୍ୟ ବେପାରୀ। ରାତି ଦିନ କିଛି ମାନୁ ନାହାନ୍ତି। ସୁନ୍ଦରୀ ତରୁଣୀଙ୍କୁ ଲଗାଇ ଛାତ୍ର, ଯୁବବର୍ଗଙ୍କୁ କରୁଛନ୍ତି ଟାର୍ଗେଟ। ଏହିଭଳି ରବିବାର ବଡ଼ଗଡ଼ ଥାନା କଳ୍ପନା ଅଞ୍ଚଳର ସବାର ସହି ନିକଟରେ ଡିଲ୍ ବେଳେ, ଜଣେ ସୁନ୍ଦରୀ ନିଶା ବେପାରୀଙ୍କୁ ଧରିଛି ଅବକାରୀ ବିଭାଗ।

The post ମୋ ବାପା ପଇସାରେ ମୁଁ ନିଶା ଖାଉଛି appeared first on Dharitri Odia News.