ମୋଦି ଏକଘରିକିଆ ହୋଇଯିବେ: ଷ୍ଟାଲିନ୍‌

ଚେନ୍ନାଇ,୨୫ା୭: କେନ୍ଦ୍ର ବଜେଟରେ ତାମିଲନାଡୁ ସମେତ ବିରୋଧୀ ଶାସିତ ରାଜ୍ୟଗୁଡ଼ିକକୁ ଉପେକ୍ଷା କରାଯାଇଛି। ଏହି ଧାରା ଜାରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଘରିକିଆ ହୋଇଯିବେ ବୋଲି ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଚେତାବନୀ ଦେଇଛନ୍ତି। ଡିଏମ୍‌କେ ମୁଖ୍ୟ ଷ୍ଟାଲିନ୍‌ କହିଛନ୍ତି, ମୋଦି ସରକାର ବିରୋଧୀମାନଙ୍କୁ ଟାର୍ଗେଟ କରୁଛନ୍ତି। ସେ ଏଥିରୁ ନିବୃତ୍ତ ରହି ଶାସନ ବ୍ୟବସ୍ଥା ଉପରେ ଫୋକସ୍‌ କରିବା ଉଚିତ। କାରଣ ନିର୍ବାଚନ ସରିଯାଇଛି। ବର୍ତ୍ତମାନ ପ୍ରଚାରର ସମୟ ନୁହେଁ ବୋଲି ସେ […] The post ମୋଦି ଏକଘରିକିଆ ହୋଇଯିବେ: ଷ୍ଟାଲିନ୍‌ appeared first on Dharitri Odia News.

ମୋଦି ଏକଘରିକିଆ ହୋଇଯିବେ: ଷ୍ଟାଲିନ୍‌

ଚେନ୍ନାଇ,୨୫ା୭: କେନ୍ଦ୍ର ବଜେଟରେ ତାମିଲନାଡୁ ସମେତ ବିରୋଧୀ ଶାସିତ ରାଜ୍ୟଗୁଡ଼ିକକୁ ଉପେକ୍ଷା କରାଯାଇଛି। ଏହି ଧାରା ଜାରି ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଘରିକିଆ ହୋଇଯିବେ ବୋଲି ବୁଧବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ଚେତାବନୀ ଦେଇଛନ୍ତି। ଡିଏମ୍‌କେ ମୁଖ୍ୟ ଷ୍ଟାଲିନ୍‌ କହିଛନ୍ତି, ମୋଦି ସରକାର ବିରୋଧୀମାନଙ୍କୁ ଟାର୍ଗେଟ କରୁଛନ୍ତି। ସେ ଏଥିରୁ ନିବୃତ୍ତ ରହି ଶାସନ ବ୍ୟବସ୍ଥା ଉପରେ ଫୋକସ୍‌ କରିବା ଉଚିତ। କାରଣ ନିର୍ବାଚନ ସରିଯାଇଛି। ବର୍ତ୍ତମାନ ପ୍ରଚାରର ସମୟ ନୁହେଁ ବୋଲି ସେ ଚେତାଇ ଦେଇଛନ୍ତି।

The post ମୋଦି ଏକଘରିକିଆ ହୋଇଯିବେ: ଷ୍ଟାଲିନ୍‌ appeared first on Dharitri Odia News.