ମୋର ଜଣେ ଭାଇ ଓ ସାଙ୍ଗ ଚାଲିଗଲେ

ଆଉ ନାହାନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ।

ମୋର ଜଣେ ଭାଇ ଓ ସାଙ୍ଗ ଚାଲିଗଲେ

ସମୀର ଦେ'ଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ ଭାବବିହ୍ୱଳ ହେଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ।