ମୋହନ ମାଝୀଙ୍କୁ କଟାକ୍ଷ କଲେ Naveen Patnaik, କହିଲେ ପାଠ ଘର ଶୂନ…

ଭୁବନେଶ୍ୱର,୨୧।୨: ରାଜ୍ୟ ବଜେଟ ନେଇ ୫ଦିନ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସିଧାସଳଖ ମୁଖ୍ୟମନ୍ତ୍ରୀ Mohan Majhi ଙ୍କୁ କଟାକ୍ଷ କରିଛନ୍ତି। Naveen Patnaik କହିଛନ୍ତି, ODISHA BUDGET 2025 ଦେଖିଲେ ଲାଗୁଛି ବସ୍ତାନୀ ଭାରି, ପାଠ ଘର ଶୂନ। ଡବଲ ଇଞ୍ଜିନ ଓଡ଼ିଶାକୁ ଆଗକୁ ନେବାର ଥିଲା, ଓଲଟା ଦିଗରେ ଗଲା ଭଳି ଲାଗୁଛି। ପରିବର୍ତ୍ତନ ପାଇଁ ଜଣାଥିବା ଓଡ଼ିଶା ଏବେ ରଙ୍ଗ ଆଉ […] The post ମୋହନ ମାଝୀଙ୍କୁ କଟାକ୍ଷ କଲେ Naveen Patnaik, କହିଲେ ପାଠ ଘର ଶୂନ… appeared first on Dharitri Odia News.

ମୋହନ ମାଝୀଙ୍କୁ କଟାକ୍ଷ କଲେ Naveen Patnaik, କହିଲେ ପାଠ ଘର ଶୂନ…

ଭୁବନେଶ୍ୱର,୨୧।୨: ରାଜ୍ୟ ବଜେଟ ନେଇ ୫ଦିନ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସିଧାସଳଖ ମୁଖ୍ୟମନ୍ତ୍ରୀ Mohan Majhi ଙ୍କୁ କଟାକ୍ଷ କରିଛନ୍ତି।

Naveen Patnaik କହିଛନ୍ତି, ODISHA BUDGET 2025 ଦେଖିଲେ ଲାଗୁଛି ବସ୍ତାନୀ ଭାରି, ପାଠ ଘର ଶୂନ। ଡବଲ ଇଞ୍ଜିନ ଓଡ଼ିଶାକୁ ଆଗକୁ ନେବାର ଥିଲା, ଓଲଟା ଦିଗରେ ଗଲା ଭଳି ଲାଗୁଛି। ପରିବର୍ତ୍ତନ ପାଇଁ ଜଣାଥିବା ଓଡ଼ିଶା ଏବେ ରଙ୍ଗ ଆଉ ନାଁ ପରିବର୍ତ୍ତନ ପାଇଁ ଜଣାଶୁଣା। ଡବଲ ଇଞ୍ଜିନ ସରକାର ଅଭିବୃଦ୍ଧି ହାର ୧୦ରୁ ୮%କୁ ହ୍ରାସ କରିଛି।

The post ମୋହନ ମାଝୀଙ୍କୁ କଟାକ୍ଷ କଲେ Naveen Patnaik, କହିଲେ ପାଠ ଘର ଶୂନ… appeared first on Dharitri Odia News.