ମୋହନ ସରକାରକୁ ପୂରିଲା ୧୦୦ ଦିନ

ଖୋଲିଲା ଚାରିଦ୍ବାର, ଫିଟିଲା ରତ୍ନଭଣ୍ଡାର। ଗାଁ ଗାଁରେ ସୁଭଦ୍ରା ଯୋଜନାର ଉତ୍ସାହ। ପୁଣି ଓଡ଼ିଆ ଅସ୍ମିତା ଆଉ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ।

ମୋହନ ସରକାରକୁ ପୂରିଲା ୧୦୦ ଦିନ

୨୪ ବର୍ଷ ସରକାରର ପତନ ଘଟିଲା। ମୋହନ ସରକାରକୁ ୧୦୦ ଦିନ ପୂରିଲା। ଖୋଲିଲା ଚାରିଦ୍ବାର, ଫିଟିଲା ରତ୍ନଭଣ୍ଡାର। ଗାଁ ଗାଁରେ ସୁଭଦ୍ରା ଯୋଜନାର ଉତ୍ସାହ। ପୁଣି ଓଡ଼ିଆ ଅସ୍ମିତା ଆଉ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ । ଆଇଟି ସେକ୍ଟରରେ ଉନ୍ନତି। ଧାନର ସହାୟକ ମୂଲ୍ୟକୁ ୩୧ଶହ ଟଙ୍କାକୁ ବୃଦ୍ଧି। ଚାଷୀଙ୍କ ସମସ୍ୟା ପାଇଁ ଆଗରେ ମୋହନ ସରକାର। କାଳିଆ ଯୋଜନା ହେଲା ସିଏମ କିଷାନ ଯୋଜନା । ଏମିତି ୧୦୦ ଦିନରେ ମୋହନ ସରକାରଙ୍କ ୧୦ଟି ବଡ଼ ସଫଳତାକୁ ନେଇ ରାଜ୍ୟରେ ଚର୍ଚ୍ଚା।