ଯାଜପୁର ଜିଲ୍ଲାରେ ବେକାବୁ ହଇଜା

ଯାଜପୁର_ଜିଲ୍ଲାରେ_ବେକାବୁ_ହେଲାଣି_ହଇଜା ଯାଜପୁରରେ ବେକାବୁ ହଇଜା। ଜିଲ୍ଲାରେ ବ୍ୟାପିଛି ଝାଡ଼ାବାନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ ଏଯାଏ ୧୨ ଜଣଙ୍କ ଜୀବନ ଗଲାଣି। ତେବେ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୬। ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଜି ଯାଜପୁରରେ ପହଁଚି ସ୍ଥିତି ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍। ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଯାଜପୁର ଯାଇ ଅନୁଧ୍ୟାନ କରିଛନ୍ତି। ଡାଇରିଆ ଚେନ୍ ଭାଙ୍ଗିବାକୁ ୩ ଦିଗ ଉପରେ ଗୁରୁତ୍ବ ଦିଆଯାଇଛି। ଏହାରି ଭିତରେ ଯାଜପୁର ଡେଇଁ ପଡୋଶୀ ଜିଲ୍ଲାର ଆନନ୍ଦପୁର, ଭୁବନ ଏବଂ ବାଙ୍କୀକୁ ବ୍ୟାପିଛି ଝାଡ଼ାବାନ୍ତି।..

ଯାଜପୁର ଜିଲ୍ଲାରେ ବେକାବୁ ହଇଜା
Array