ଯାଜପୁର ଝାଡ଼ାବାନ୍ତି ସ୍ଥିତିରେ ଆସିଛି ସୁଧାର
ଧର୍ମଶାଳା,୧୮ା୬(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଯାଜପୁର ଜିଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଜିଲାରେ ମୋଟ୍ ୨ଶହରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୦ରୁ ଊଦ୍ଧର୍ବ ରୋଗୀ ଭର୍ତ୍ତି ହୋଇଛନ୍ତି ଏବଂ ମଙ୍ଗଳବାର ମଧ୍ୟରାତ୍ରରୁ ବୁଧବାର ସକାଳ ୮ଟା ସୁଦ୍ଧା ନୂଆ ୬ଜଣ ରୋଗୀ ତ୍ତର୍ତ୍ତି ହୋଇଥିବା ବେଳେ ଅଳ୍ପ କିଛି ରୋଗୀ ଆସୁଥିବା ଦେଖିବାକୁ ମିଳିଛି। The post ଯାଜପୁର ଝାଡ଼ାବାନ୍ତି ସ୍ଥିତିରେ ଆସିଛି ସୁଧାର appeared first on Dharitri Odia News.
ଧର୍ମଶାଳା,୧୮ା୬(ଶିବ ପ୍ରସାଦ ମହାନ୍ତି): ସାରା ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସଙ୍ଗୀନ ହେଉଥିବା ବେଳେ ଯାଜପୁର ଜିଲାରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଜିଲାରେ ମୋଟ୍ ୨ଶହରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୦ରୁ ଊଦ୍ଧର୍ବ ରୋଗୀ ଭର୍ତ୍ତି ହୋଇଛନ୍ତି ଏବଂ ମଙ୍ଗଳବାର ମଧ୍ୟରାତ୍ରରୁ ବୁଧବାର ସକାଳ ୮ଟା ସୁଦ୍ଧା ନୂଆ ୬ଜଣ ରୋଗୀ ତ୍ତର୍ତ୍ତି ହୋଇଥିବା ବେଳେ ଅଳ୍ପ କିଛି ରୋଗୀ ଆସୁଥିବା ଦେଖିବାକୁ ମିଳିଛି।
The post ଯାଜପୁର ଝାଡ଼ାବାନ୍ତି ସ୍ଥିତିରେ ଆସିଛି ସୁଧାର appeared first on Dharitri Odia News.