ଯାଜପୁର : ସହିପାରିଲେନି ଋଣ ବୋଝ , ବେକରେ ରଶି ଲଗାଇ ଝୁଲିପଡିଲେ ସ୍ବାମୀ ସ୍ତ୍ରୀ
କନକବ୍ୟୁରୋ : ଯାଜପୁର ବ୍ରହ୍ଣବରଦା ଥାନା କୋଠସାହିରେ ଅଭାବନୀୟ ଘଟଣା । ଋଣ ବୋଝ ଯୋଗୁଁ ବେକରେ ରଶି ଲଗାଇ ଝୁଲିପଡିଲେ ସ୍ବାମୀ ସ୍ତ୍ରୀ , ଝୁଲନ୍ତା ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଦେହକୁ ଜବତ କରାଯାଇଛି . ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି