ଯାତ୍ରା ଛାଡ଼ିଲେ ନମିତା!

ଯାତ୍ରା ଜଗତର ବରିଷ୍ଠ ଅଭିନେତ୍ରୀ ନମିତା ଭୂୟାଁ ଯାତ୍ରାରୁ ଅବ୍ୟାହତି ନେଇଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଯାତ୍ରା ସ୍ୱପ୍ନ ମହଲରେ ଫାଇନାଲ୍ ଷ୍ଟାର୍ କାଷ୍ଟରୁ ନମିତାଙ୍କ ନାଁ ଅଚାନକ ଗାଏବ୍ ହୋଇଯିବାକୁ ନେଇ ଯାତ୍ରା ଜଗତରେ ହଇଚଇ।

ଯାତ୍ରା ଛାଡ଼ିଲେ ନମିତା!
Array