‘ଯାହା କହିଥିଲୁ ତାହା ୧୦୦ ଦିନରେ କରି ଦେଇଛୁ’
ଭୁବନେଶ୍ୱର,୧୭।୯: ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରି ଅଭିଭାଷଣ ଦେଇ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓ ଆସିବା ସୌଭାଗ୍ୟ ମିଳିଲା । ନିର୍ବାଚନ ବେଳେ ଯାହା କଥା ଦିଆଯାଇଥିଲା, ସେ ସବୁ ପାଳନ କରାଯାଇଛି। ଯାହା କହିଥିଲୁ ତାହା ୧୦୦ ଦିନରେ କରିଛୁ କହିଛନ୍ତି। ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ କହିଥିଲୁ, ଖୋଲିଲୁ । ରତ୍ନ ଭଣ୍ଡାର ଖୋଲିବାକୁ କହିଥିଲୁ, ଭଣ୍ଡାର ଖୋଲାହେଲା। ଯେଉଁ ସ୍ବପ୍ନ ମଧ୍ୟମବର୍ଗ ଦେଖିଛନ୍ତି, ସବୁକୁ ପୂରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ […] The post ‘ଯାହା କହିଥିଲୁ ତାହା ୧୦୦ ଦିନରେ କରି ଦେଇଛୁ’ appeared first on Dharitri Odia News.
ଭୁବନେଶ୍ୱର,୧୭।୯: ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରି ଅଭିଭାଷଣ ଦେଇ କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓ ଆସିବା ସୌଭାଗ୍ୟ ମିଳିଲା । ନିର୍ବାଚନ ବେଳେ ଯାହା କଥା ଦିଆଯାଇଥିଲା, ସେ ସବୁ ପାଳନ କରାଯାଇଛି। ଯାହା କହିଥିଲୁ ତାହା ୧୦୦ ଦିନରେ କରିଛୁ କହିଛନ୍ତି। ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବୁ କହିଥିଲୁ, ଖୋଲିଲୁ । ରତ୍ନ ଭଣ୍ଡାର ଖୋଲିବାକୁ କହିଥିଲୁ, ଭଣ୍ଡାର ଖୋଲାହେଲା। ଯେଉଁ ସ୍ବପ୍ନ ମଧ୍ୟମବର୍ଗ ଦେଖିଛନ୍ତି, ସବୁକୁ ପୂରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କୋଟିଏରୁ ଅଧିକଙ୍କୁ ମିଳିବ ‘ସୁଭଦ୍ରା’ ଲାଭ, ତେଣୁ ଏହା ଓଡ଼ିଶା ମହିଳାଙ୍କୁ ଉନ୍ନତ କରିବାକୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ମିଳିବ। ଓଡ଼ିଶାରେ କଣ ନାହିଁ । ଓଡ଼ିଶା ସବୁ ପ୍ରକାର ସଂପଦ ଭରପୁର ହୋଇରହିଛି। ବିଗତ ୧୦ ବର୍ଷରେ ଓ ସର୍ବାଧିକ ଅନୁଦାନ ଦିଆଯାଇଛି। ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳିବ। ଏକାଠି ମିଶି ଓ ସୁନାର ଓ ବନାଇବା, ଯାହାକୁ ସାରା ଦୁନିଆ ଦେଖିବ ବୋଲି ମୋଦି କହିଛନ୍ତି।
The post ‘ଯାହା କହିଥିଲୁ ତାହା ୧୦୦ ଦିନରେ କରି ଦେଇଛୁ’ appeared first on Dharitri Odia News.