ଯୁବ ଛାତ୍ର ବିଜୁ ଜନତା ଦଳର ସମ୍ମିଳନୀରେ ଯୋଗ ଦେଲେ ରାଜ୍ୟ ଓ ବ୍ଲକ କର୍ମକର୍ତ୍ତା।।
ହାଟଡିହି ଆନନ୍ଦପୁର ନିର୍ବାଚନୀ ମଣ୍ଡଳୀର ରାଜ୍ୟ ସଂଗଠକ ଅମରେନ୍ଦ୍ର ଧଳ ଓ ହାଟଡିହି ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଚିନ୍ମୟ କୁମାର ନାୟକ ହାଟଡ଼ିହି ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବୈଠକ ଅନୁଷ୍ଠିତ ।ଏକ ହୋଇ ଲଢ଼ିବାକୁ ନେଲେ ପ୍ରତିଶୁତି ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ,ପୂର୍ବତନ ହାତଡ଼ିହି ବ୍ଲକ ଛାତ୍ର ବିଜେଡି ସଭାପତି ଜଗନ୍ନାଥ ନାୟକ, ଅମିୟ ରଞ୍ଜନ ପହି ଙ୍କ ନେତୃତ୍ଵ […] The post ଯୁବ ଛାତ୍ର ବିଜୁ ଜନତା ଦଳର ସମ୍ମିଳନୀରେ ଯୋଗ ଦେଲେ ରାଜ୍ୟ ଓ ବ୍ଲକ କର୍ମକର୍ତ୍ତା।। appeared first on Odisha.News.

ହାଟଡିହି ଆନନ୍ଦପୁର ନିର୍ବାଚନୀ ମଣ୍ଡଳୀର ରାଜ୍ୟ ସଂଗଠକ ଅମରେନ୍ଦ୍ର ଧଳ ଓ ହାଟଡିହି ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଚିନ୍ମୟ କୁମାର ନାୟକ ହାଟଡ଼ିହି ରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବୈଠକ ଅନୁଷ୍ଠିତ ।ଏକ ହୋଇ ଲଢ଼ିବାକୁ ନେଲେ ପ୍ରତିଶୁତି ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ,ପୂର୍ବତନ ହାତଡ଼ିହି ବ୍ଲକ ଛାତ୍ର ବିଜେଡି ସଭାପତି ଜଗନ୍ନାଥ ନାୟକ, ଅମିୟ ରଞ୍ଜନ ପହି ଙ୍କ ନେତୃତ୍ଵ ରେ ପ୍ରମୁଖ ବିଜୁ ଜନତା ଦଳର ଛାତ୍ର ମାନେ ଯୋଗଦେଇ ଆଗାମୀ ନିର୍ବାଚନରେ ସମସ୍ତେ ଏକ ହୋଇ ଲଢ଼ିବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି ବିରୋଧୀ ଦଳ ଅପପ୍ରଚାରକୁ ପ୍ରତିହତ କରିବାକୁ ତାହାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ଗୁଡିକୁ ସମାଜିଜ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର ପ୍ରସାର କରିବା କୁ ଏକ ଟିମ ଗଠନ କରାଯାଇଥିଲା। ଏହି ବୈଠକରେ ରାଜେଶ୍ ଜେନା, ଅମିୟ ପହି, ପ୍ରଶାନ୍ତ ନାୟକ, ତୁଷାର ଜେନା, ଗଣେଶ ସ୍ବାଇଁ, ରାକେଶ କୁଅଁର, ସୁଧାଂଶୁ ନାୟକ, ରଶ୍ମି ଜେନା, ଦିପୁନ ଦାସ, ସଞ୍ଜୟ ସା, ବିଜୟ ନାହାକ, ପୁର୍ଣ୍ଣଚନ୍ଦ୍ର ମହାନ୍ତି, ନିଳମାଧବ ଭୂୟାଁ, ଅଜୟ ଆମନ୍ତ, ସୁବ୍ରତ ପାତ୍ର, ସୁଶେନ ପଢିଆରୀ, ରାଜେନ୍ଦ୍ର ଜେନା, ଅଜୟ ଦେହୁରୀ, କବିନ୍ଦ୍ର ସାହୁ, ରୁଦ୍ର ପ୍ରକାଶ ଜେନା,ସୁବାସ ରଣାଙ୍କ ସମେତ ଦୁଇ ଶହରୁ ଉର୍ଦ୍ଧ୍ବ ଯୁବ ଛାତ୍ର କର୍ମକର୍ତ୍ତା ଯୋଗଦେଇଥିଲେ।
The post ଯୁବ ଛାତ୍ର ବିଜୁ ଜନତା ଦଳର ସମ୍ମିଳନୀରେ ଯୋଗ ଦେଲେ ରାଜ୍ୟ ଓ ବ୍ଲକ କର୍ମକର୍ତ୍ତା।। appeared first on Odisha.News.