Raja Chakra Property attached: ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ସ୍କାମ, ରାଜା ଚକ୍ର ସମ୍ପତ୍ତି ଆଟାଚ୍ ପାଇଁ ପ୍ରକ୍ରିୟା
ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ଜେଲରେ ଥିବା ବିଜେଡି ନେତା ରାଜା ଚକ୍ରର ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜା ଚକ୍ରର କ୍ରସର ଓ ଷ୍ଟକୟାର୍ଡ ଉପରେ STF ଓ EOWର ଚଢ଼ାଉ ହୋଇଛି। ଏହା ସହିତ ମାପଚୁପ ଆରମ୍ଭ ହୋଇଥିବା ବେଳେ ସମ୍ପତ୍ତି ଆଟାଚ ପ୍ରକ୍ରିୟା ଆରମ୍ଭ ହୋଇଛି।