ଯୁବକ ଯୁବତୀଙ୍କୁ ରାଜ୍ୟରେ ମିଳିବ ସୁବିଧା, ହେବେ ରୋଜଗାର କ୍ଷମ
ଦାରିଙ୍ଗବାଡି,୯ା୬ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ସିଆଙ୍ଗବାଲି ପଞ୍ଚାୟତରେ କୃଷିଋଣ ଜାଗରଣ ସପ୍ତାହ ପାଳନ ଅବସରରେ କୃଷକଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ବେକାର ଯୁବତୀଯୁବକ ହୁଅନ୍ତୁ ବା କୃଷକ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ କିଭକି ଅଞ୍ଚଳରେ କୃଷିକାର୍ଯ୍ୟ କରି ଭଲ ରୋଜଗାରକ୍ଷମ ହୋଇପାରିବେ ସେ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସ୍ବିଆଇ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଶାଖାପରିଚାଳକ ବ୍ରଜକିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ […] The post ଯୁବକ ଯୁବତୀଙ୍କୁ ରାଜ୍ୟରେ ମିଳିବ ସୁବିଧା, ହେବେ ରୋଜଗାର କ୍ଷମ appeared first on Dharitri Odia News.
ଦାରିଙ୍ଗବାଡି,୯ା୬ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ସିଆଙ୍ଗବାଲି ପଞ୍ଚାୟତରେ କୃଷିଋଣ ଜାଗରଣ ସପ୍ତାହ ପାଳନ ଅବସରରେ କୃଷକଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ବେକାର ଯୁବତୀଯୁବକ ହୁଅନ୍ତୁ ବା କୃଷକ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ କିଭକି ଅଞ୍ଚଳରେ କୃଷିକାର୍ଯ୍ୟ କରି ଭଲ ରୋଜଗାରକ୍ଷମ ହୋଇପାରିବେ ସେ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସ୍ବିଆଇ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଶାଖାପରିଚାଳକ ବ୍ରଜକିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ପଞ୍ଚାୟତର ସରପଞ୍ଚ ଆନ୍ଦ୍ରିକ ପ୍ରଧାନ, କୃଷି ବିଭାଗର ଗ୍ରାମସେବକ ସତ୍ୟପ୍ରକାଶ ବାରିକ, ଅବିନାଶ ସାହୁ, ବ୍ୟାଙ୍କମିତ୍ର ସୁନେଲି ପ୍ରଧାନ, ସମୀର ପ୍ରଧାନ ପ୍ରମୁଖ ଯୋଗଦେଇ ପରାମର୍ଶ ଦେଇଥିଲେ।
The post ଯୁବକ ଯୁବତୀଙ୍କୁ ରାଜ୍ୟରେ ମିଳିବ ସୁବିଧା, ହେବେ ରୋଜଗାର କ୍ଷମ appeared first on Dharitri Odia News.