ଯୁବକଙ୍କ ଗଳାକାଟି ହତ୍ୟା, ଗାଁ ଦାଣ୍ଡରେ ପଡିଛି ମୃତଦେହ

ସୁନ୍ଦରଗଡ ୧୩।୩: ଯୁବକଙ୍କ ଗଳାକାଟି ହତ୍ୟା । ମୃତଦେହ ଦେଖି ପୋଲିସକୁ ଖବର ଦେଲେ ଲୋକ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୁନ୍ଦରଗଡ଼ ଧରୁଆଡିହି ଥାନା ଲମଟି ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଲମଟି ଗାଁର ଦେବାନନ୍ଦ ସୁନ୍ୟାନି ନାମକ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ଲମଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଦେବାନନ୍ଦକୁ ହତ୍ୟା କରିଛି ଏନେଇ ଧରୁଆଡିହି ପୋଲିସ ଛାନଭିନ ଆରମ୍ଭ କରିଛି ।You Can Read :ତ୍ରିକୋଣୀୟ ପ୍ରେମରୁ ଅପହରଣ, ଝିଅ ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲା ପ୍ରଥମ ପ୍ରେମିକ

ଯୁବକଙ୍କ ଗଳାକାଟି ହତ୍ୟା, ଗାଁ ଦାଣ୍ଡରେ ପଡିଛି ମୃତଦେହ

ସୁନ୍ଦରଗଡ ୩: ଯୁବକଙ୍କ ଗଳାକାଟି ହତ୍ୟା । ମୃତଦେହ ଦେଖି ପୋଲିସକୁ ଖବର ଦେଲେ ଲୋକ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସୁନ୍ଦରଗଡ଼ ଧରୁଆଡିହି ଥାନା ଲମଟି ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । 

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଲମଟି ଗାଁର ଦେବାନନ୍ଦ ସୁନ୍ୟାନି ନାମକ ଜଣେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ଲମଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ଦେବାନନ୍ଦକୁ ହତ୍ୟା କରିଛି ଏନେଇ ଧରୁଆଡିହି ପୋଲିସ ଛାନଭିନ ଆରମ୍ଭ କରିଛି ।

You Can Read :

ତ୍ରିକୋଣୀୟ ପ୍ରେମରୁ ଅପହରଣ, ଝିଅ ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲା ପ୍ରଥମ ପ୍ରେମିକ